ଆସିକାରେ ବିନା ବଟିରେ ଫାଇଲ ଘୁଞ୍ଚୁ ନାହିଁ !

ଵ୍ରହ୍ମପୁର: ଗତ କିଛି ଦିନ ହେଲେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଚର୍ଚ୍ଚା ରେ ରହିଛି । ସାଧାରଣ ନିର୍ବାଚନ ପରେ ଏଠାକାର ଅଧିକାଂଶ ସରକାରୀ କାର୍ଯ୍ୟାଳୟର ବାବୁ ମାନେ ଅଫିସ ସମୟରେ ଅନୁପସ୍ଥିତ ରହୁଛନ୍ତି । ବାବୁମାନଙ୍କ ଇଶାରା ରେ କର୍ମଚାରୀ ମାନେ ବିନା ବଟି ରେ ଲୋକଙ୍କ କୌଣସି

ଗଞ୍ଜେଇ ଚାଲଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ, ଦୁଇ ଗିରଫ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା।ବାଲିଗୁଡା ପୋଲିସ ପକ୍ଷରୁ ଏସଆଇ ସଞ୍ଜୟ କୁମାର ସ୍ୱାଇଁ ଙ୍କ ନେତୃତ୍ବରେ ସୋମବାର ପାଟ୍ରୋଲିଂ କରାଯାଉଥିବା ବେଳେ ଗୋଇବନ୍ଧା ଛକ ଠାରେ ଏକ ବାଇକ ନଂ.ଓଡି-୦୩-ୱାଇ- ୪୪୬୪ ଯୋଗେ ଗଞ୍ଜେଇ ଚାଲଣ ପାଇଁ ପ୍ରସ୍ତୁତ ହେଉଥିବା

ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଏର୍ସଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ କମ୍ପାନୀ ତରଫରୁ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଶାଖାପାଟଣା ସ୍ଥିତ ଶଙ୍କର ଫାଉଣ୍ଡେସନ ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ପ୍ରତି ବର୍ଷ ଏହି ଶିବିରର ଆୟୋଜନ କରାଯାଉଛି ।

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୧୪ରେ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା କୋର୍ଟ ପରିସରରେ ଏବଂ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ତା ୧୪.୦୯.୨୦୨୪ ରିଖ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୪ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ; ଜିଲ୍ଲା ଆଇନସେବା

କନ୍ଧମାଳ ସାଂସଦ ଲଞ୍ଚ କଲେ ମୋବାଇଲ ଆପ ‘ଆମ ସାଂସଦ’

ଫୁଲବାଣୀ: ଜନ ପ୍ରତିନିଧି ମାନଙ୍କ ସହିତ ସାଧାରଣ ଲୋକଙ୍କୁ ଯୋଡ଼ିବା ଦିଗରେ ଏକ ପ୍ରମୁଖ ଭୂମିକା ତୁଲାଇଛି ଡିଜିଟାଲ ଆପ୍ । କନ୍ଧମାଳ ସାଂସଦ ଲଞ୍ଚ କରିଛନ୍ତି ମୋବାଇଲ ଆପ୍ ଆମ ସାଂସଦ। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଆଜି ଭୁବନେଶ୍ୱର ଠାରେ ଏହି ଆପ୍ ଲଞ୍ଚ କରିଛନ୍ତି। ଘରୋଇ ସଂସ୍ଥା

ସାମାଜିକ ସେବା ବିନା ଜୀବନର ସଫଳତା ଅଧୁରା : ରୋଟାରୀ ଗଭର୍ଣ୍ଣର

ଫୁଲବାଣୀ : ରୋଟାରୀ କ୍ଲବ୍‌ ଫୁଲବାଣୀ ତରଫରୁ ଆୟୋଜିତ "ସଦସ୍ୟତା ଓ ସଂଗଠନର ବିକାଶ " ଶୀର୍ଷକ ଆଲୋଚନା ଚକ୍ରରେ ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ୍‌ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ମଣିଷ ଜୀବନରେ ସେବା ମନୋଭାବର ଗୁରୁତ୍ୱ ସଂପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ। ସେବା

ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟର ପକ୍ଷରୁ ରାଜ୍ୟ ସ୍ତରୀୟ କର୍ମୀ ସମ୍ମିଳନୀ

ସେବାହିଁ ବ୍ୟକ୍ତିତ୍ୱର ପରିଚୟ ଭୁବନେଶ୍ୱ : ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; ବରଂ, ଗୁରୁତ୍ୱପୂର୍ଣ୍ଣ ହେଉଛି ସେ କେଉଁ ପ୍ରକାରର ଜୀବନ ଯାପନ କରନ୍ତି। ଅର୍ଥାତ୍ ଜଣେ ବ୍ୟକ୍ତିର ସମାଜ ଓ ଦେଶ ପ୍ରତି ଅବଦାନକୁ ଆଧାର କରି ତାଙ୍କର ଖ୍ୟାତିର ମୂଲ୍ୟାଙ୍କନ

ଭୁବନେଶ୍ଵରରୁ ବ୍ରାଉନସୁଗାର ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଛାତ୍ରୀ ଗିରଫ

ଭୁବନେଶ୍ବର: ଡିଲ୍‌ ବେଳେ ୨୭୫ ଗ୍ରାମ୍ ବ୍ରାଉନସୁଗାର ଜବତ କଲା ଅବକାରୀ ପୋଲିସ । ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳରୁ ଜବତ କଲା ଅବକାରୀ ପୋଲିସ । ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ମୋଟ ୩ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ସୂଚନା ଅନୁସାରେ, ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳରୁ

କଟକ ଦୁର୍ଗାପୂଜା ଓ ଗଣେଶ ପୂଜା ଭସାଣରେ ବାଜିବନି ଡିଜେ

କଟକ : କଟକରେ ବାଜିବନି ଡିଜେ । କଟକ ଦୁର୍ଗାପୂଜା ଓ ଗଣେଶ ପୂଜା ଭସାଣରେ ଡିଜେ ସମ୍ପୂର୍ଣ୍ଣ ବ୍ୟାନ । କମ୍ ଶବ୍ଦରେ କେବଳ ସାଉଣ୍ଡ ବକ୍ସ ବାଜିବ । ୬ଟି ବକ୍ସ ବ୍ୟବହାର କରି ହେବ । ଶବ୍ଦ ପ୍ରଦୂଷଣ ରୋକିବାକୁ ୬୫ ଡେସିବେଲ ପାଇଁ ଅନୁମତି ଦିଆଯାଇଛି । ସେହିପରି ରାତି ୧୨ ପର୍ଯ୍ୟନ୍ତ

ହଷ୍ଟେଲ କୋଠରିରୁ ଆଇପିଏସଙ୍କ କନ୍ୟାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଲକ୍ଷ୍ମୌସ୍ଥିତ ରାମ ମନୋହର ଲୋହିୟା ନ୍ୟାସନାଲ ଲ ୟୁନିଭର୍ସିଟି ହ‌ଷ୍ଟେଲରୁ ଜଣେ ୧୯ବର୍ଷୀୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ମୃତ ଛାତ୍ରୀଙ୍କ ନାମ ଅନିକା ରସ୍ତୋଗି । ସେ ଏଲଏଲବିର ତୃତୀୟବର୍ଷର ଛାତ୍ରୀ ଥି‌ଲେ। ଅନିକା ରସ୍ତୋଗି ଆଇପିଏସ