ନୂଆଁଖାଇ ପାଳିଲେ ଲଣ୍ଡାଗାଁ ଅଞ୍ଚଳ ବାସୀ

ବାଲିଗୁଡା, ୦୮/୦୯ : ଓଡ଼ିଶାର ଗଣପର୍ବ ନୂଆଁଖାଇ ବାଲିଗୁଡା ତଥା ଆଖପାଖ ଅଞ୍ଚଳ ଲଣ୍ଡାଗାଁରେ ମଧ୍ୟ ଧୁମଧାମରେ ପାଳିତ ହୋଇଯାଇଛି । ଏଥିପାଇଁ ଘରେ ଘରେ ଜମୁଛି ପିଠା ପଣାର ଆସର । ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କ ନିକଟରେ ନାବନ୍ନ ଲାଗି କରିଛନ୍ତି ଲଣ୍ଡାଗାଁ ଅଞ୍ଚଳ ବାସୀ। ଚାଷୀ ଘରର ପୁଅ ନିଜ

ମହାଆଡମ୍ବରରେ ପାଳିତ ହେଲେ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଗଜାନନ

ଚିକିଟୀ : ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀରେ ଚିକିଟୀ ଅଞ୍ଚଳର ସମସ୍ତ ସାହି ତଥା ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକରେ ମାଟି ନିର୍ମିତ ବିଭିନ୍ନ ରୂପରେ ପ୍ରଭୁ ଶ୍ରୀ ଗଜାନନ ଙ୍କୁ ମହା ଆଡମ୍ବରରେ ପୂଜାର୍ଚ୍ଚନା କରାଯାଇଛି।ଆଖ ପାଖ ଅଞ୍ଚଳ ସହ ସ୍ଥାନୀୟ ଶାନ୍ତି ନଗର, ପଣ୍ଡିତ ରାୟ ସାହି,

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ପରିବାର ଲୋକେ ଆହତ

ମାଲକାନଗିରି : ଗତ କିଛି ଦିନର ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଆହତ ଅବସ୍ଥାରେ ପରିବାର ଲୋକେ ହେଲେ ଚିକିତ୍ସାଳୟରେ ଭର୍ତ୍ତି । ଏପରି ଅଭାବନୀୟ ଘଟଣା ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଂଚାୟତ ର ତୋଟାଗୁଡା ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ମୁତାବକ

ଦଶହରା ଉପଲକ୍ଷେ ବୁଡ଼ାଗୁଡ଼ା ଗ୍ରାମ୍ୟ କମିଟିର ବୈଠକ

ବାଲିଗୁଡା, ୦୮/୦୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଗ୍ରାମ୍ୟ କମିଟି ତରଫରୁ ଶିବ ମନ୍ଦିର ପ୍ରାଙ୍ଗଣରେ ଦୁର୍ଗାପୂଜା ଓ ଦଶହରା ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟକମିଟି ସଭାପତି ଧିରଜ କୁମାର ପତି ଙ୍କ

ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜାଙ୍କର ୧୩୭ ତମ ଜନ୍ମ ସ୍ଵନକ୍ଷତ୍ର ଦିବସ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଦିବ୍ୟ ଜୀବନ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ପରମ ପାବନ ସଦଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜାଙ୍କ ର ୧୩୭ ତମ ଜନ୍ମ ସ୍ଵନକ୍ଷତ୍ର ଦିବସ ମହା ଆଡମ୍ବର ସହିତ ପାଳିତ ହୋଇ ଯାଇଛି । ଲଘୁଚାପ ବର୍ଷା ଅନବରତ ଚାଲିଥିବା

ବିଘ୍ନ ବିନାୟକ ଶ୍ରୀ ଗଣେଶଙ୍କର ପୂଜା ମହା ଆଡମ୍ବର ସହ ପାଳିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ପୂଜା କମିଟି ମାନଙ୍କରେ ବିଘ୍ନ ବିନାୟକ ଶ୍ରୀ ଗଣେଶଙ୍କର ପୂଜା ମହା ଆଡମ୍ବର ସହ ପାଳିତ ହୋଇଯାଇଛି । ଲଘୁଚାପଜନିତ ବର୍ଷା ଲାଗି ରହିଥିବା ବେଳେ ସନ୍ଧ୍ୟା ସମୟରେ ପାଗ ଅନୁକୂଳ ଥିବାରୁ ପୂଜା ମଣ୍ଡପ

ଦୁର୍ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ : ଗତ ମାସ ୧୧ ତାରିଖ ରାତିରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ରଜା ସାହି ଛକରେ ସ୍କୁଟି ସହ ବାଇକ୍ ମୁହାଁମୁହିଁ ଧକ୍କା ଘଟିଥିଲା। ଦୂର୍ଘଟଣାରେ ଉଭୟ ଗାଡି ଚାଳକ ଗୁରୁତର ଆହତ ହୋଇଥିଲେ। ସ୍କୁଟି ଚାଳକ ସ୍ଥାନୀୟ ପୈରାଞ୍ଚଳ ବଇଁଚବଣିଆ ଅଞ୍ଚଳର ଲକ୍ଷ୍ମୀ ପାତ୍ର ଗୁରୁତର ଆହତ ହୋଇ

ସରଳ ନିରୀହ ଆଦିବାସୀ “ସୁଭଦ୍ରା ଯୋଜନା ” ନାମରେ ଠକାମୀର ଶିକାର

ଉମରକୋଟ : ଓଡ଼ିଶା ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ଘୋଷଣା ପରେ କିଛି ଅସାମାଜିକ ବ୍ୟକ୍ତି ଚତୁ୍ରତାର ସହିତ ସହଜ ସରଳ ଗରିବ ନିରୀହ ଆଦିବାସୀ ଲୋକଙ୍କୁ ସୁଭଦ୍ରା ଯୋଜନାର ପଞ୍ଜିକରଣ, ବୀମା ଇତ୍ୟାଦି କରେଇ ଦେବି କହି ଗାଁ ଗାଁ ବୁଲି ଠକୁଥିବା ଘଟଣା ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ

ବିଶ୍ବ ସାକ୍ଷରତା ଦିବସ ପାଳନ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଠାରେ ବିଶ୍ବ ସାକ୍ଷରତା ଦିବସ ପାଳନ ହୋଇଯାଇଛି । କ.ନୁଆଗାଁ ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ମଲ୍ଲିକ, ଏନଆଇ ଏଲପିର ମୁଖ୍ୟ ତଥା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ହରିହର ମଲ୍ଲିକ ଓ ସଂଯୋଜକ ସୁଜିତ୍

ଶେଖ ହସିନାଙ୍କୁ ପ୍ରତ୍ୟାର୍ପଣ କରିବାକୁ ଅନୁରୋଧ କରିବ ବାଂଲାଦେଶ

ଢାକା : ବାଂଲାଦେଶରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି)ର ନବନିଯୁକ୍ତ ମୁଖ୍ୟ ପ୍ରସିକ୍ୟୁଟର ତାଜୁଲ ଇସଲାମ ରବିବାର କହିଛନ୍ତି ଯେ ଗଣହତ୍ୟା ଅଭିଯୋଗର ସମ୍ମୁଖୀନ ହେବାକୁ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ