ମଲାଇକାଙ୍କ ପିତାଙ୍କ ଆତ୍ମହତ୍ୟା, ଦୁଃଖ ସମୟରେ ପୂର୍ବତନ ପତ୍ନୀଙ୍କ ବାପଘରେ ପହଞ୍ଚିଲେ ଅରବାଜ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପିତୃ ବିୟୋଗ ଘଟିଛି। ସୂଚନା ମୁତାବକ, ଅଭିନେତ୍ରୀଙ୍କ ପିତା ଆତ୍ମହତ୍ୟା କରିଛନ୍ତି। ମଲାଇକାଙ୍କ ପିତା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ ଏନସିଆରରେ ବୁଧବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ର ପାକିସ୍ତାନ ଥିବା ବେଳେ ଇସଲାମାବାଦ ଓ ଲାହୌରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ କରାଯାଇଛି।ସେହିପରି ଭୂକମ୍ପ ଝଟକା ଉତ୍ତରପ୍ରଦେଶ,

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ପଥରମାଡ଼, ମାମଲା ରୁଜୁ

ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରେ ଉଦ୍‌ଘାଟନ ହୋଇଥାନ୍ତା ବନ୍ଦେ ଭାରତ ଟ୍ରେନ୍‌। ଏହା ପୂର୍ବରୁ ଚାଲୁଥିଲା ଟ୍ରାଏଲ୍‌ ରନ୍‌। ଏହି ସମୟରେ ଟ୍ରେନ୍‌ ଉପରକୁ ହେଲା ପଥରମାଡ଼। ଏଥିରେ ଟ୍ରେନ୍‌ର ବିଭିନ୍ନ ସ୍ଥାନରେ କାଚ ଭାଙ୍ଗି ଯାଇଥିବା ଜଣାଯାଇଛି। ଏପରି ଏକ ଘଟଣା ବିହାରରେ ଘଟିଛି।ଟ୍ରେନ୍‌ଟି

ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,୧୧।୯: ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଭାଜପାର ଆକ୍ରମଣ ଜାରି ରହିଛି। ଦଳର ବହୁ ବଡ ନେତା ରାହୁଲଙ୍କ ବୟାନକୁ ସମାଲୋଚନା କରିଛନ୍ତି। ବର୍ତ୍ତମାନ ଏହି ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷ ଅମିତ ଶାହା ରାହୁଲଙ୍କ ଉପରେ

ବଢିଲା ଶ୍ରମିକଙ୍କ ସହାୟତା ରାଶି

ଭୁବନେଶ୍ୱର,୧୧।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ଶ୍ରମିକଙ୍କ ପାଇଁ ବଡ଼ ସହାୟତା ରାଶି ଘୋଷଣା କଲେ ସରକାର। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଉଥିବା ସହାୟତା ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ

ରାଇଘର : ୧୫ କିଲୋ ଗଞ୍ଜେଇ ସହ ଦୁଇ ଗିରଫ…

ଉମରକୋଟ (୧୧/୦୯/୨୦୨୪) ଗତ କାଲି ନବରଙ୍ଗପୁର ଜ଼ିଲ୍ଲା ରାଇଘର ପୋଲିଶ ପ୍ରଶାସନ ତରଫରୁ ସଂଧ୍ୟା ସମୟ ରେ ପେଟ୍ରୋଲିଙ୍ଗ କରିବା ସମୟରେ ଦୁଇ ଜଣ ସନ୍ଦିଗ୍ଧ ଲୋକଙ୍କୁ ପାଖରେ ଥିବା ତିନିଟି ବ୍ୟାଗରୁ ୧୫ କିଲୋ ଗଞ୍ଜେଇ ସହ ସେମାନଙ୍କୁ ଗିରଫ କରିଛି ପୋଲିସ ସୂଚନା ପ୍ରକାରେ, ରାଇଘର

ଅବ୍ୟବସ୍ଥା ଘେରରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ : ଡାକ୍ତର ଓ କର୍ମଚାରୀ ଅଭାବା ଚିକିତ୍ସା ପାଇଁ ହନ୍ତସନ୍ତ…

୮୦ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ହେଉଛି ୩୦ ଶର୍ଯ୍ୟା ଶିଶୁ, ଚକ୍ଷୁ ଓ ଭେଷଜ ବିଭାଗୀୟ ବିଶେଷଜ୍ଞ ନାହାନ୍ତି, ୫ଜଣ ଷ୍ଟାପନର୍ସରେ ଚାଲିଛି ରୋଗୀସେବା ହିଞ୍ଜିଳିକାଟୁ, ୧୦ା୯(): ଜନସାଧାରଣଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ

ଘୋଡାହାଡ ନଦୀରେ ୧୦ ଫୁଟ ଉଚ୍ଚତାରେ ପାଣି

ଜୟମଙ୍ଗଳ କେନାଳ ଲୁହା ଗେଟ୍ ଭାଙ୍ଗିଲା, ନଦୀକୂଳ ଅଞ୍ଚଳବାସୀ ଆତଙ୍କିତହିଞ୍ଜିଳିକାଟୁ : ରବିବାର ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ରବିବାର ଓ ସୋମବାର ୨ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ହୋଇଛି । ଗତ ୩ ଦିନରେ ୧୩୨ ମିମି

ବାଇକରୁ ପଡ଼ି ଯୁବକଙ୍କ ମୃତ୍ୟୁ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ ରାଏବଗା ରୋଡ ସ୍ଥିତ କାନ୍ତିଲାଲ ଦଫେଇ ଅଞ୍ଚଳରେ ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଜନୈକ ଯୁବକ ବାଇକରୁ ପଡ଼ି ମୃତ୍ୟୁ ଘଟିଥିବା ଜଣା ପଡ଼ିଛି | ବୀରମିତ୍ରପୁର ପଟୁ କୌଣସି କାମ ସାରି ନିଜ ଘର କୁତ୍ରା ଥାନା ଅନ୍ତର୍ଗତ

ମାଛ ଧରିବାକୁ ଯାଇ ଫସିଲେ ଵ୍ୟକ୍ତି, ଗଛ କୋରଡରେ ବିତିଲା ୨୦ ଘଣ୍ଟା, ଭରାନଈରୁ ଉଦ୍ଧାର

ମାଲକାନଗିରି : ଗତକାଲି ପୋଟେରୁ ନଦୀ ମାଛ ଧରିବା ପାଇଁ ଯାଇଥିବା ବେଳେ ନଦୀରେ ଅତ୍ୟଧିକ ଜଳପ୍ରବାହ ଓ ଲଗାଣ ବର୍ଷା ଯୋଗୁଁ ଫେରିନପାରି ନଇରେ ଫସିଗଲେ ବୃଦ୍ଧା। ତେବେ ପ୍ରାୟ ୨୦ ଘଣ୍ଟା ପରେ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ