ଜଙ୍ଗଲ ପାଲଟିଛି ଗଞ୍ଜେଇ ବେପାରୀଙ୍କ ନିରାପଦ ସ୍ଥାନ : ପାଟ୍ରୋଲିଂ ବେଳେ ୪ ବସ୍ତା ଗଞ୍ଜେଇ ଜବତ କଲା ପୋଲିସ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଞ୍ଚାୟତ ପାଡ଼ିକିଆ ଜଙ୍ଗଲରୁ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ପୋଲିସ ଜବତ କରିଛି। ଗଞ୍ଜେଇର ଓଜନ ୧୩୫ କେଜି ବୋଲି ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜୀବ ବେହେରା କହିଛନ୍ତି।

ଛତ୍ରପୁର ସିଭିଲ କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ଛତ୍ରପୁର ସିଭିଲ କୋର୍ଟ ପରିସରରେ ଆସନ୍ତା ୧୪ ତାରିଖ ଦିନ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ବ୍ୟାପକ ପ୍ରଚାର ଓ ପ୍ରସାର କରିବା ସହିତ ଲୋକଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା ରଥର

ସୀତାରାମ ୟେଚୁରୀଙ୍କ ଦେହାନ୍ତ

ନୂଆଦିଲ୍ଲୀ : ସିପିଏମର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀ ଆଉ ନାହାନ୍ତି। ଆଜି ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।ଶ୍ୱାସନଳୀ ସଂକ୍ରମଣ ଯୋଗୁ ସେ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ସେଠାରେ

ଆସିକା ବିଧାୟକ ଙ୍କ ବୟାନ ବାଜୀ ପରେ ମେଳି ବାନ୍ଧିଲେ ସରପଞ୍ଚ : ବିଧାୟକ ଙ୍କ ଅଡୁଆ ବଢିଲା…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଗତ କିଛି ଦିନ ହେଲା ଚର୍ଚ୍ଚା ରେ ରହିଆସିଛି। ଆସିକା ବିଧାୟକ ବାଲି ବ୍ୟବସାୟୀ ଙ୍କୁ ମାସି ଆରି ବଟି ମାଗିବା ବାର୍ତ୍ତାଳପ ର ଅଡିଓ ଭାଇରଲ ହେବା ପରେ ଚର୍ଚ୍ଚାକୁ ଆସିଥିଲେ। ଏହି ଅଡିଓ ଭାଇରଲ କୁ ନେଇ ତୁମ୍ବି ତୋଫାନ

ଆସିକା ବିଧାୟକ ଙ୍କ ବଢିଲା ଅଡୁଆ :ତଦନ୍ତ ଦାୟିତ୍ୱ ଏବେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ…

ବାଲୁଘାଟ ଗୁତା ଧାରିଙ୍କୁ ବଟି ମାଗିବା ଏବେ ରୋଚକ ମୋଡ଼ ରେ.. ଭୁବନେଶ୍ୱର:୧୨-୯ ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକ ଙ୍କ ଅଡିଓ ଭାଇରଲ ର ତଦନ୍ତ ଭାର ଏବେ ବ୍ରହ୍ମପୁର ଭିଜିଲାନ୍ସ ଏସ.ପି ଙ୍କ ହାତକୁ ଆସିଛି। ଗତ କିଛି ଦିନ ପୂର୍ବେ ଆସିକା ବିଧାୟକ ଦୁଇ ଜଣ ବାଲି ବ୍ୟବସାୟୀ ମାନଙ୍କୁ

ବାଲି ବ୍ୟବସାୟ କୁ ନେଇ ଗଞ୍ଜାମ ଜିଲ୍ଲାରେ ଗୋଷ୍ଟି କନ୍ଦଳ ବଢୁଛି:ମୁଣ୍ଡ ଗଡ଼ିବା ସମ୍ଭାବନା ଅନେକ..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ବାଲି ମାଫିଆ ମାନେ ବିଭିନ୍ନ ଗୋଷ୍ଟି ରେ ସାମିଲ ହୋଇ ନିଜ ନିଜର ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରିଲେଣି। ଏବେ ଗଞ୍ଜାମ ଜିଲ୍ଲାରେ ବାଲି ବ୍ୟବସାୟ ରେ ମାତ୍ରାଧିକ ଲାଭ ହେଉଛି। ଏହି ବ୍ୟବସାୟ ରେ ନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ

ବଟି ମାଗିବା ଅଡ଼ିଓ ଭାଇରଲ ହେଲା ପରେ ବି ସୁଧରୀ ନାହାନ୍ତି ବିଧାୟକ…!

ନିଆଁରେ ଘିଅ ଢ଼ାଳିଲେ ପୁଣି ବିଧାୟକ…..! ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକଙ୍କ ଅଡିଓ ଭାଇରଲ ହେବା ପରେ ସେ ନିଜେ ହରଡ଼ଘଣା ରେ ପଡ଼ିଥିବା ଚର୍ଚ୍ଚା ହେବା ବନ୍ଦ ହୋଇନାହିଁ। ହେଲେ ତାଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେବା ପାଇଁ ଦାବୀ ହେବା ଥମି ନାହିଁ। ସେ ବର୍ତ୍ତମାନ ଶହେ

ଲଗାଣ ବର୍ଷା ପ୍ରଭାବରେ ଭୁଶୁଡ଼ିଲା ଘର

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ହୋଇ ବିଭିନ୍ନ ଅଂଚଳ କ୍ଷୟ କ୍ଷତି ହେବା ସହ ମାଲକାନଗିରିର ଚାଲାଣଗୁଡା ପଞ୍ଚୟତ ଅନ୍ତର୍ଗତ ଡଙ୍ଗୁସଖାଲ ଗ୍ରାମରେ ଲଗାଣ ବର୍ଷା ପ୍ରଭାବରେ ଗାଙ୍ଗି କାର୍ତ୍ତାମୀ(70)ବର୍ଷ ଙ୍କ ମାଟି ଘରର କାନ୍ଥ ବୁଧବାର ଦିନ ସକାଳ 8ଟା ସମୟରେ ଭୁଶୁଡି

ହୋମଗାର୍ଡ ସଂଘର ଆଇନ ପରାମର୍ଶଦାତା ଭାବେ ତିନି ଆଇନଜୀବୀଙ୍କୁ ଦାୟିତ୍ଵ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାରେ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ରାୟଙ୍କ ତତ୍ବାବଧାନରେ ଆଜି ଫୁଲବାଣୀ ସହରର ନାରାୟଣୀ ଯାତ୍ରା ପଡିଆ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲାରେ ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ବ

ଉମରକୋଟ ସହରରେ ବିଶାଳ ହିନ୍ଦୁ ରାଲି

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ସଦର ମହକୁମା କାଳୀ ମନ୍ଦିର ନିକଟରୁ ଏକ ବିଶାଳ ହିନ୍ଦୁ ରାଲି ବାହାରି ରାଜ୍ୟ ରାଜପଥ ଉପର ଦେଇ ବିଭିନ୍ନ ହିନ୍ଦୁ ସୁରକ୍ଷା ନାରା ଦେଇ ମା ପେଣ୍ଡ୍ରାଣୀ ମନ୍ଦିର ନିକଟରେ ପହଞ୍ଚି ଥିଲେ l ସେଠାରେ ହିନ୍ଦୁ ସୁରକ୍ଷା ସମିତି ଓ ଆର୍ ଏସ୍ ଏସ୍ ସଂଘ