ନୂଆପଡାରେ ଭାରତୀୟ ଜନତାପାର୍ଟିର ବୁଥ୍‌ ସ୍ତରୀୟ ସଦସ୍ୟତା ଗ୍ରହଣ କର୍ମଶାଳା ଅନୁଷ୍ଠିତ

ଚିକିଟୀ : ଏହି ବ୍ଲକ ନୂଆପଡା ସ୍ଥିତ ଗାନ୍ଧୀକୃଷ୍ଣମୂର୍ତ୍ତି କଳିଙ୍ଗ ବୈଶ୍ୟ ଭବନରେ ରବିବାର ଦିନ ଗଞ୍ଜାମ ଜିଲ୍ଲା ସଭାପତି ଡ଼କ୍ଟର. ସୁବାଷ ଚନ୍ଦ୍ର ସାହୁ, ଉପସଭାପତି ପରେଶ ରଥ ଏବଂ ୭ ନମ୍ବର ବୁଥ ସ୍ତରୀୟ ମଣ୍ଡଳ ସଭାପତି ଜି. ସୁ୍ରିନାରାୟଣ ଙ୍କ ଅଧକ୍ଷତାରେ ବୁଥ ସ୍ତରୀୟ ସଦସ୍ୟତା ଗ୍ରହଣ

କାନ୍ଥ ପଡ଼ି ଜେଜେ ମା’ମୃତ, ନାତୁଣୀ ଗୁରୁତର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଲଚ୍ଛିପୁର ଥାନା ଅନ୍ତର୍ଗତ ସଉରାପାଲି ଗାଁରେ ଏକ ଅଘଟଣ ଘଟିଛି। କାନ୍ଥ ପଡ଼ିଯିବାରୁ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ୨ବର୍ଷର ନାତୁଣୀ ଗୁରୁତର ଆହତ ହୋଇଛି। ଲଗାତାର ବର୍ଷା ଯୋଗୁ ଘରର କାନ୍ଥ ଦୁର୍ବଳ ହୋଇ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି।

ମାଆକୁ ଦୁଇ ପୁଅ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ

କଟକ: ମାଆକୁ ୨ ପୁଅ ଗଳା କାଟି ହତ୍ୟା କରିବା ଘଟଣାରେ ପୋଲିସ୍ ଦେଲା ଚାଞ୍ଚଲ୍ୟକର ତଥ୍ୟ । ସାମାନ୍ୟ ଝଗଡା ପାଇଁ ପ୍ରତିଶୋଧ ପରାୟଣ ହୋଇ ୨ ପୁଅ ମିଶିକି ନେଇଗଲେ ମାଆ ଜୀବନ । କଟକ ମହାନଦୀ ବିହାରରରେ ଘଟିଥିବା ଅଭାବନୀୟ ଘଟଣାର ଆଜି କାରଣ ଦର୍ଶାଇଛି ପୋଲିସ୍ । ହତ୍ୟା ଘଟଣାକୁ ନେଇ ପୋଲିସ୍

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ଷ୍ଟେଜରେ ଚଢ଼ି ଗଲେ ଯୁବକ

କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସୁରକ୍ଷାରେ ହୋଇଛି ବଡ଼ଧରଣର ତ୍ରୁଟି। ମୁଖ୍ୟମନ୍ତ୍ରୀ ଷ୍ଟେଜ ଉପରେ ବସିଥିବା ବେଳେ ଏହା ଉପରେ ଚଢ଼ି ଯାଇଛନ୍ତି ଜଣେ ଅଜଣା ଯୁବକ। ସେ ଷ୍ଟେଜରେ ଚଢ଼ି ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଦ୍ରୁତଗତିରେ ଯାଉଥିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ

ମକା ଫସଲ ଖାଇଯିବାରୁ ଷଣ୍ଢକୁ ବାନ୍ଧି ୭ଦିନ କାଳ ଉପାସରେ ରଖିଲା ଜମି ମାଲିକ

ଉମରକୋଟ: ଦୁନିଆରେ ଏଭଳି ମାନବିକତା ହୀନ ଏବଂ ନୃଶଂସ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱାର୍ଥ ପାଇଁ ଯେକୌଣସି ସ୍ତରକୁ ବି ଯାଇପାରନ୍ତି । ଯେମିତି ସେମାନଙ୍କ ମନରେ ଦୟା, କ୍ଷମା କିଛି ବି ନଥାଏ । ତେବେ ମାନବିକତାର ସବୁ ସୀମା ପାର କଲାଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଯେଉଁଠି

ଝାଡ଼ାବାନ୍ତିରେ ୨ ମୃତ, ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ବ୍ୟାପୁଛି ଝାଡ଼ାବାନ୍ତି । ତୁରକେଲା ବ୍ଲକ ମହୁଲପାର୍ଟି ପଞ୍ଚାୟତର କାନ୍ଦଗାଡ ଗାଁରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ଏଥିରେ ମୃତ୍ୟୁ ଘଟିଥିବା ୨ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ

ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ; ୨୪ ଜୀବନ୍ତ ଦଗ୍ଧ

ହାଇତିର ଦକ୍ଷିଣ ଉପଦ୍ୱୀପରେ ଏକ ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ ଘଟି ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୪୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଶରୀରର ଏକ ତୃତୀୟାଂଶ ପୋଡ଼ି ଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆଜି

ଓଡ଼ିଶାରେ ଗଡ଼ିଲା ୨ଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବ୍ରହ୍ମପୁର: ଓଡ଼ିଶାରେ ଗଡ଼ିଲା ଆଉ ଦୁଇ ବନ୍ଦେ ଭାରତ । ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ରାଉରକେଲା ଷ୍ଟେସନରେ ଏ ନେଇ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ମୋଟ ୬ଟି ଟେନ

ଅଜଗରକୁ ପିଟି ପିଟି ମାରିବା ଘଟଣା: ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ ଏକ ଅଜଗରକୁ ପିଟି ପିଟି ମାରିବା ଘଟଣାରେ ଆଜି ୪ ଜଣଙ୍କୁ ଗିରଫ କରିଛି ବନବିଭାଗ । ତେବେ କାଠସିରସି ଗାଁ ନିକଟରେ ଏକ ପ୍ରାୟ ୧୫ ଫୁଟ ଲମ୍ବର ଅଜଗରକୁ ସେଠିକା ସ୍ଥାନୀୟ ଲୋକ ଦେଖିବା ପରେ ମାରଣାସ୍ତ୍ର ପ୍ରୟୋଗ

ମୀରଟ କୋଠା ଭୁଶୁଡ଼ିବା ଘଟଣା; ସମସ୍ତ ୯ ଜଣ ମୃତକ ଗୋଟିଏ ପରିବାରର

ଉତ୍ତର ପ୍ରଦେଶ ମୀରଟ କୋଠା ଭୁଶୁଡିବା ଘଟଣାରେ ଏକ ଦୁଃଖଦ ରିପୋର୍ଟ ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସମସ୍ତ ୯ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି। ଗତକାଲି ରାତିରେ ପ୍ରବଳ ବର୍ଷା ପରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡିଥିଲା। ସୂଚନା ଅନୁସାରେ, ଉତ୍ତର