ଓଡ଼ିଆ ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ଘଟଣା: ଭଲ ଅଛି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ଵର: ନୂଆଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଦୁଷ୍କର୍ମ ପରେ ଯୁବତୀଙ୍କୁ ରାସ୍ତାରେ ଦୁର୍ବୃତ୍ତମାନେ ଫିଙ୍ଗି ଚାଲିଯାଇଥିଲେ । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରି ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରିଛି ପୋଲିସ । ଏବେ ତାଙ୍କ…

ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ଅଭିଯୁକ୍ତଙ୍କୁ ହିନ୍ଦୁ ସଂଗଠନର ଭବ୍ୟ ସ୍ୱାଗତ

ସ୍ୱେଚ୍ଛାସେବୀ ତଥା ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ଡ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ଅକ୍ଟୋବର ୯ରେ ସ୍ପେଶାଲ କୋର୍ଟ ଜାମିନ ଦେଇଥିଲେ। ଜାମିନ ପାଇ ଜେଲରୁ ବାହାରିବା ପରେ ୨ ହତ୍ୟା ଅଭିଯୁକ୍ତଙ୍କୁ ମିଳିଛି ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା। ସେମାନଙ୍କୁ ହିନ୍ଦୁ ସଂଗଠନ ପକ୍ଷରୁ ଅତ୍ୟନ୍ତ…

କେନାଲରେ ବୁଡି ୩ ବର୍ଷର ଶିଶୁ ମୃତ

କୋଣାର୍କ : ଗୋପରେ ଅଘଟଣ । କେନାଲରେ ବୁଡି ୩ ବର୍ଷର ଶିଶୁପୁତ୍ର ଆୟନ ଖାନ ମୃତ। ପୁରୀ ଜିଲ୍ଲା ଗୋପ ଥାନା ଅଧୀନସ୍ଥ ବସ୍ତି ସାପୁଆ ମହଲରେ ଘରପାଖ କେନାଲରେ ପଡି ୩ ବର୍ଷର ଶିଶୁ ଆୟନ ଖାନର ମୃତ୍ୟୁ ହୋଇଛି । ଗୋପ ବସ୍ତି ସାପୁଆ ମହଲରେ ଶୋକରଛାୟା ଖେଳିଯାଇଛି। ସୂଚନା ଥାଉକି ବସ୍ତି…

‘ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ’

ବନ୍ଦରୀ ନଗର ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ। ପାରାଦୀପର ଆୟୋଜିତ ରାବଣ ପୋଡ଼ି ଉତ୍ସବରେ ନାଁ ନ ନେଇ ଶ୍ରମିକ ନେତା ତଥା ବିଜେଡିର ଜଣେ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କରିଛନ୍ତି ଶିଳ୍ପ…

ଅପହୃତା ଯୁବତୀ ଉଦ୍ଧାର, ରଙ୍ଗିଲା ବାବାକୁ ପୋଲିସ କରୁଛି ଜେରା

ଢେଙ୍କାନାଳ : କଟକ ଜିଲ୍ଲାର ତିଗିରିଆ ସୋମପଡା ଆଶ୍ରମରୁ ଭଣ୍ଡ ବାବାକୁ ଢେଙ୍କାନାଳ ପୋଲିସ ଉଠାଇ ଆଣିବା ପରେ ଭଣ୍ଡ ବାବାର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଢେଙ୍କାନାଳ ସଦରଥାନା ଭାପୁର ଫାଣ୍ଡି ଅଞ୍ଚଳରୁ ଅପହରଣ ଅଭିଯୋଗ ହୋଇଥିବା ଯୁବତୀଙ୍କ ଘରକୁ ଯାଉଥିଲେ ଏହି ବାବା । ବିଗତ…

ଶପଥ ନେବା ପୂର୍ବରୁ ନାଏବ ସିଂ ସୈନିଙ୍କୁ ହତ୍ୟା ଧମକ

ହରିୟାଣା: ଶପଥ ନେବା ପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ। ହ୍ବାଟ୍ସଆପ୍‌ ଜରିଆରେ ସୈନିଙ୍କୁ ଧମକ ଦେଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗୋଟିଏ ପଟେ ମହାରାଷ୍ଟ୍ର ଏନସିପି ନେତା ବାବା ସିଦ୍ଦିକଙ୍କୁ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଅନ୍ୟପଟେ…

ଭାଇ-ଭାଇ ଭିତରେ ପାଟିତୁଣ୍ଡ, ଫୁଟିଲା ଗୁଳି

ସାମାନ୍ୟ କଥାରୁ ଦୁଇ ଭାଇଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଆଉ ସେହି ପାଟିତୁଣ୍ଡରୁ ଫୁଟିଥିଲା ଗୁଳି। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶନିବାର ସକାଳରେ ଟାଙ୍ଗୀ ଥାନା ଦିକ୍ଷିତପଡା…

ପରିବା ମାର୍କେଟରେ ନିଆଁ , ଜଳିଗଲା ୧୫ ଦୋକାନ

ଗଞ୍ଜାମ: ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୧୫ରୁ ଅଧିକ ଦୋକାନ। ଗଞ୍ଜାମ ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗି ୧୫ ଦୋକାନ ଜଳିଯାଇଛି। ଗତକାଲି ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ କେଉଁ କାରଣ ପାଇଁ ନିଆଁ ଲାଗିଛି ତାହାର କାରଣ ଅସ୍ପଷ୍ଟ ରହିଛି। ତେବେ ଘଟଣା ସ୍ଥଳରେ…

ମୁଦା ଝଡ଼ ଭିତରେ ମିଳିଥିବା ଜମିକୁ ଫେରାଇବା ପାଇଁ ନିଷ୍ପତ୍ତି ନେଲେ କଂଗ୍ରେସ ସଭାପତି

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାର ସରକାରଙ୍କ ପକ୍ଷରୁ ପାଇଥିବା ୫ ଏକର ଜମିକୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ସିଦ୍ଧାର୍ଥ ବିହାର ଟ୍ରଷ୍ଟକୁ ଏପରି ଜମି ଆବଣ୍ଟନ କରାଯାଇଥିଲା। ଏହାର ମାଲିକାନା ଖଡଗେଙ୍କ ପରିବାର ଲୋକଙ୍କ ପାଖରେ ରହିଛି।…

ଦୁଇ ଚାରି ଦିନ ମଧ୍ୟରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ, ଗୁପ୍ତ ସୁଡ଼ଙ୍ଗ ଥିଲେ ଜଣାପଡିବ

ଭୁବନେଶ୍ୱର : ଦୁଇ ଚାରି ଦିନ ମଧ୍ୟରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ । ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଅଛି କି ନାହିଁ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ଗୁପ୍ତ ସୁଡ଼ଙ୍ଗ ଥିଲେ କାନ୍ଥ ଭିତରେ କିଛି ରତ୍ନ କିମ୍ବା ମୂଲ୍ୟବାନ ସାମଗ୍ରୀ ଥିଲେ ସରକାର ପରବର୍ତ୍ତୀ…