ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନା। ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାମ ଘୋଷଣା କରିଛନ୍ତି। ଜେଲରୁ ଆସିବା ପରେ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ଅରବିନ୍ଦ

ଆବାସ ହିତାଧିକାରୀଙ୍କୁ ଘର ବାଣ୍ଟିଲେ ମୋଦି, ଜନ୍ମଦିନ ଅବସରରେ ଖିରି ଖାଇଲେ

ଭୁବନେଶ୍ବର: ଗାଡକଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇ ଘଣ ଚାବି ବଣ୍ଟନ କରିଛନ୍ତି ମୋଦି । ଏଥିସହିତ କିଛି ସମୟ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଭିତରେ ତାଙ୍କ ଜନ୍ମଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରକୁ ଯାଇ ଘରେ ଖିରି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା

ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ

ବାରିପଦା : ଗତ କାଲି ବିଶ୍ୱକର୍ମା ପୂଜା ବଡ଼ ଧୁମଧାମରେ ସରିଥିଲା । ଆଉ ଆଜି ଥିଲା ଭଷାଣୀ । ମୂର୍ତ୍ତି ବିସର୍ଜନ ପାଇଁ ଦୁଇ ଛାତ୍ର କେନାଲ ପାଖକୁ ଯାଇଥିଲେ । କିନ୍ତୁ କେନାଲ ପାଖରେ ଜଗି ବସିଥିଲା ଯମ । ସବୁ କିଛି କ୍ଷଣିକରେ ସରିଗଲା । କେନାଲର ପ୍ରଖର ସୁଅରେ ଭାସିଗଲେ ଦୁଇ ଜଣ ଛାତ୍ର । ଏବେ

ମାଲକାନଗିରି ଜିଲ୍ଲାରେ ବିକାଶମେଳା ଆୟୋଜନ ନେଇ ପ୍ରସ୍ତୁତି ବୈଠକ…

ମାଲକାନଗିରି : ମାଲକାନଗିରି ସଦର ମହକୁମା ଠାରେ ତିନିଦିନ ନିମନ୍ତେ ବିକାଶ ମେଳା ଅନୁଷ୍ଠିତ ହେବା ନେଇ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା

ସୁଭଦ୍ରା ଯୋଜନାର ତଦାରଖ ନିମନ୍ତେ ଜିଲ୍ଲା ପ୍ରଶାସନର ଜିଲ୍ଲା ଅଧିକାରୀଙ୍କୁ ଗୁରୁ ଦାୟିତ୍ଵ…

ଉମରକୋଟ, ( ୧୭/୦୯/୨୦୨୪) ସରକାରଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ର ସଫଳ ରୂପାୟନ ନିମନ୍ତେ ନବରଙ୍ଗପୁର ଜିଲ୍ଲାରେ ମହିଳା ମାନଙ୍କ ଆବେଦନ ପ୍ରକ୍ରିୟା ଚାଲୁ ରହିଛି।ଏଥି ନିମନ୍ତେ ଦୈନିକ ତଦାରଖ ଓ ନିରୀକ୍ଷଣ କାର୍ଯ୍ୟ ପାଇଁ ନବରଙ୍ଗପୁର ଜ଼ିଲ୍ଲାର ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର

ଗଞ୍ଜେଇ ବ୍ୟବସାୟୀଙ୍କ ଠାରୁ ପିସ୍ତଲ ଓ ତିନି ରାଉଣ୍ଡ ଅଫୁଟା ଗୁଳି ଜବତ

ମାଲକାନଗିରି : ମାଲକାନଗିରି ଚୋରା ଗଞ୍ଜେଇ କାରବାରରେ ଲିପ୍ତ ଥିବା ଜଣେ ବ୍ୟକ୍ତି ଠାରୁ ଗୋଟିଏ ପିସ୍ତଲ ଓ ତିନି ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ମାଲକାନଗିରି ବସଷ୍ଟେଣ୍ଡ ସାହିର ଟୁନୁ ଶଗଡିଆ ଦିର୍ଘ ଦିନ ଧରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ

ମା ମୁକ୍ତାଦେବୀ ରାଜମିସ୍ତ୍ରୀ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା

ଚିକିଟୀ : ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏନ ଏ ସି ମାର୍କେଟ ନିକଟରେ ମା ମୁକ୍ତାଦେବୀ ରାଜମେସ୍ତ୍ରୀ ସଙ୍ଘ ସଭାପତି ରାଜୁ ସାହୁଙ୍କ ଅଧ୍ୟକ୍ଷତାରେ ଦେବ ଶିଳ୍ପୀ ବିଶ୍ୱକର୍ମା ଙ୍କ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ କର୍ତ୍ତା ଦାୟିତ୍ୱ ରାଜୁ ସାହୁ ତୁଲାଇ ଥିବା ବେଳେ

ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟନ କଲେ ବିଧାୟକ

ଚିକିଟୀ : ଏହି ବ୍ଲକର ଚିକିଟୀ ପେଣ୍ଠ ସ୍ଥିତ ମିନି ଷ୍ଟାଡିୟମ ଠାରେ ୧୪ ବର୍ଷ ଓ ୧୭ ବର୍ଷରୁ କମ ପ୍ରାୟ ୨୦୦ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ଟି ଗୋଷ୍ଟି ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା

ରାହୁଲ ଗାନ୍ଧିଙ୍କ ଜିଭ କାଟିଲେ ୧୧ଲକ୍ଷ ଟଙ୍କା ଦେବି : ଗାଏକ୍ୱାଡ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଶିବସେନା (ସିନ୍ଦେ କ୍ୟାମ୍ପ) ବିଧାୟକ ସଞ୍ଜୟ ଗାଏକ୍ବାଡ। ସୋମବାର ସଞ୍ଜୟ କହିଛନ୍ତି ଯେ, ଯିଏ ରାହୁଲ ଗାନ୍ଧୀଙ୍କ ଜିଭ କାଟିବ, ମୁଁ ତାକୁ ୧୧ଲକ୍ଷ ଟଙ୍କା ଦେବି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆମେରିକାରେ

ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଇସ୍ତାହାର

ଶ୍ରୀନଗର : ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି କଂଗ୍ରେସ। କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ଏକ ସଂଖ୍ୟାଲଘୁ କମିସନ ଗଠନ ପାଇଁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ଭୂମିହୀନ କୃଷକମାନଙ୍କୁ ମାସିକ ୪୦୦୦ ଟଙ୍କାର ସହାୟତା ଦିଆଯିବ । ଏହି ଅବସରରେ ଜମ୍ମୁ-କଶ୍ମୀର