୩୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଆର୍‌ଆଇ। ତାଙ୍କ ବରୁଣ ଜେନା। ଢେଙ୍କାନାଳ ସଦର ଆରଆଇ ଅଫିସରେ ସେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସହିତ ବଳରାମ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ। ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କୁ

ଆସିକା ଟାଉନହଲରେ ବ୍ଲକ ଏବଂ ଏନଏସିସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଉପକୃତ ହେବେ ୬୬ ହଜାର ସୁଭଦ୍ରା ହିତାଧିକାରୀ !ଆସିକା : ଆସିକାର ସୋନା ମିନିଚୀନ ଟାଉନହଲ ଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୪ତମ ଜନ୍ମ ଦିବସ ଅଵସର ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି l ଏହି ଶୁଭ ଅଵସରରେ ଆସିକା ମାନ୍ୟବର ବିଧାୟକ ସରୋଜ କୁମାର ପାଢ଼ୀ, ତହସିଲଦାର

ଭାରତରେ ବଢୁଛି ଧନୀଙ୍କ ଧନ; ବାର୍ଷିକ ୧୦ କୋଟିରୁ ଊର୍ଦ୍ଧ୍ୱ ଆୟକାରୀଙ୍କ ସଂଖ୍ୟା ୬୩% ବୃଦ୍ଧି

ଭାରତରେ ବୃଦ୍ଧି ପାଉଛି ବାର୍ଷିକ ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା। ଗତ ୫ ବର୍ଷ ମଧ୍ୟରେ ଏହି ସଂଖ୍ୟା ୬୩% ବୃଦ୍ଧି ଘଟିଥିବା ସେଣ୍ଟ୍ରମ୍ ଇନଷ୍ଟିଚ୍ୟୁସନାଲ ରିସର୍ଚ୍ଚ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଭାରତରେ ପ୍ରାୟ ୩୧ ହଜାର ୮୦୦ ଜଣ

ଗଛ ପଡ଼ି ଯାଇଥିବାରୁ ସିଲେରୁ ଚିତ୍ରକୋଣ୍ଡା ରାସ୍ତା ବନ୍ଦ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାୱାଡାର ମୁଖ୍ୟ ରାସ୍ତାରେ ଗତ ୧୦ ତାରିଖରେ ଲଗାଣ ବର୍ଷା ଯୋଗୁଁ ୪ ଗୋଟି ଗଛ ପଡ଼ି ଯାଇଥିବାରୁ ସିଲେରୁ ଚିତ୍ରକୋଣ୍ଡା ରାସ୍ତା ବନ୍ଦ ହୋଇ ଯାଇଥିଲା । ଇତି ମଧ୍ୟରେ ପାଞ୍ଚ ଦିନ ବିତି ଯାଇଥିଲେ ସୁଦ୍ଧା ଏହା ବାବଦରେ କୌଣସି

ମୋଦି ସରକାର 3.0: ଶହେ ଦିନର ହିସାବ ଦେଲେ ଅଶ୍ୱିନୀ ବୈଷ୍ଣବ

ମୋଦି ସରକାର 3.0କୁ ଶହେ ଦିନ ପୂର୍ତ୍ତିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା। ଭାରତକୁ ବିକଶିତ କରିବା ଲାଗି ୧୦୦ ଦିନରେ ଅନେକ କାମ ହୋଇଛି। ସେ କହିଛନ୍ତି, ଶେଷ ବର୍ଗରେ ଥିବା ଲୋକଙ୍କ ଲାଗି ସେବା ଭାବନା ରଖି କାମ କରୁଛୁ। ୧୫ ଲକ୍ଷ କୋଟି ଟଙ୍କାର କାମ ଆରମ୍ଭ କରାଯାଇଛି। ୩

ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୭ ତମ ଆବିର୍ଭାବ ଦିବସ ମହୋତ୍ସବ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୭ ତମ ଆବିର୍ଭାବ ଦିବସ ମହୋତ୍ସବ । ଏହି ପରିପ୍ରେକ୍ଷୀରେ ପ୍ରାତଃ ୫:୪୭ ସମୟରୁ ସମବେତ ପ୍ରାର୍ଥନା ସହ ସଦଗ୍ରନ୍ଥ ସମୂହ ପାଠ କରି ଜନ୍ମ ଲଗ୍ନ ଘୋଷଣା ପୂର୍ବକ ଦ୍ବୀପ ପ୍ରଜ୍ବଳନ ଓ

ଯୋବ୍ରା ସିରିଜ ଦୁର୍ଘଟଣା; ଅଭିଯୁକ୍ତ ଚାଳକକୁ କୋର୍ଟ ଚାଲାଣ କଲା ପୋଲିସ

କଟକ: କଟକ ଯୋବ୍ରା ବ୍ୟାରେଜରେ ସିରିଜ ଦୁର୍ଘଟଣା ମାମଲା । ଆଜି ସିରିଜ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓର ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଗତପୁର ପୋଲିସ । ଗରିଫ ଅଭିଯୁକ୍ତ ଚାଳକ ହେଉଛି ରାଜେନ୍ଦ୍ର ପରିଜା । ସେ ଜଣେ କାର୍ ମେକାନିକ । ସେ ନଖରା ସ୍ଥିତ ମହେନ୍ଦ୍ରା ସୋ ରୁମରେ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ଆଜି ଅପରାହ୍ନରେ ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଆତିଶୀ, ସୌରଭ ଭରଦ୍ୱାଜ ଓ

କାରଖାନାରେ ଦୁର୍ଘଟଣା: ୨ ଶ୍ରମିକ ମୃତ, ୬ ଗୁରୁତର

ଝାରସୁଗୁଡା: ଝାରସୁଗୁଡ଼ାର ଏକ କାରଖାନାରେ ଦୁର୍ଘଟଣା। ୨ ଶ୍ରମିକ ମୃତ ଓ ୬ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ବୁଢିପଦର ଓଡ଼ିଶା ମେଟାଲିକ୍ସ କମ୍ପାନୀରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ଗୁରୁତର ଶ୍ରମିକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲାର

ମେଡିକାଲରେ ବୃଦ୍ଧି ହେବ ୭୫ ହଜାର ସିଟ୍

ଭୁବନେଶ୍ବର: ଓଡିଶା ସମେତ ବିଭିନ୍ନ ରାଜ୍ୟରେ ବଢିବ ମେଡିକାଲ ସିଟ୍ । ଆଜି ସୁଭଦ୍ରା ଯୋଜନାର ଶୁଭାରମ୍ଭରେ ଏହି ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ ମୋଦି କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବାର ସୌଭାଗ୍ୟ ମିଳିଲା । ଓଡ଼ିଶାର ମା’ ମାନଙ୍କ ପାଇଁ