ଦଶହରା ରାତି ପାଲଟିଲା କାଳ ରାତ୍ରି, ନାବାଳିକାକୁ ଛୁରୀ ଦେଖାଇ ସାରା ରାତି ବଳାତ୍କାର, ବଳାତ୍କାରୀ ଫେରାର୍

ମାଲକାନଗିରି : ମାଲକାନଗିରି ଜିଲ୍ଲାବ୍ୟାପୀ ବିଜୟ ଦଶମୀ ପାଇଁ ଦୁର୍ଗା ପେଣ୍ଡାଲ ଗୁଡିକରେ ଉତ୍ସବ ପୂର୍ଣ୍ଣ ବାତାବରଣ ଲାଗି ରହିଥିବା ବେଳେ ମାଲାକନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମଭି ୮୦ ଗ୍ରାମରେ ନାବାଳିକାକୁ ଅମାନୁଷିକ ଭାବେ ବଳାତ୍କାର ଘଟଣା ପୁରା ରାଜ୍ୟରେ ଚର୍ଚିତ ବିଷୟ…

ଚିକିତ୍ସା ଲାଗି ଜମି ବିକ୍ରି ପାଇଁ ମିଳିଲାନି ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍, ରୋଗଶଯ୍ୟାରେ ଚାଲିଗଲା ଜୀବନ

ମାଲକାନଗିରି, ୧୪।୧୦ : ଚିକିତ୍ସା ପାଇଁ ନିଜ ପାଖରେ ଥିବା ଜମି ବିକ୍ରି କରିବା ଲାଗି ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ପାଇଁ ଆବେଦନ କରି ମାସ ମାସ ବିତି ଯାଇଥିବା ବେଳେ ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ମିଳି ନଥିବା ବେଳେ ରୋଗ ଶଯ୍ୟାରେ ଚାଲିଗଲା ଜଣଙ୍କ ଜୀବନ। କିଛି ଏପରି ଅଭିଯୋଗ ଆସିଛି…

ନିଆରା ଢଙ୍ଗରେ ଦଶହରା ପାଳନ : ଜନସାଧାରଣ-ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ଅଞ୍ଚଳରେ ଶାନ୍ତି ବଜାୟ ରହିପାରିବ

ବାଲିଗୁଡା : ପୋଲିସର ନୀତି ବ୍ରିଟିଶ ଅମଳରୁ ଚାଲିଆସିଥିବା ଢଙ୍ଗକୁ ବଦଳାଇବା ପାଇଁ ଏବେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି। ଧିରେ ଧିରେ ପୋଲିସ ଆଉ ସାଧାରଣଙ୍କ ସମ୍ପର୍କ ମଜଭୁତ କରିବାକୁ ପୋଲିସ ପ୍ରୟାସ କରି ଆସୁଥିବା ବେଳେ ପୋଲିସ ସହ ଲୋକଙ୍କ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ…

ଯୁଦ୍ଧ ନୁହଁ, ଶାନ୍ତି ଚାହୁଁ : ସ୍ୱାଧୀନତା ସଂଗ୍ରାମୀ ରଘୁନାଥ ପଣ୍ଡାଙ୍କ ତିରୋଧାନ ଦିବସରେ ଯୁଦ୍ଧ ବିଭୀଷିକା…

ବ୍ରହ୍ମପୁର,ତା.୧୪. ୧୦: ବ୍ରିଟିଶ ବିରୁଦ୍ଧରେ ତଥା ମୁସ୍ତାଦାର, ଜମିଦାରୀ ବ୍ୟବସ୍ଥା ବିରୁଦ୍ଧରେ ଲଢେଇ କରିଥିବା ବିଶିଷ୍ଟ ଚାଷୀ ନେତା କବିରାଜ ରଘୁନାଥ ପଣ୍ଡାଙ୍କ ଆଜି ୧୭ତମ ତିରୋଧାନ ଦିବସରେ ସମଗ୍ର ବିଶ୍ୱରେ ଦେଖା ଦେଇଥିବା ଯୁଦ୍ଧର ବିଭୀଷିକା ବିରୁଦ୍ଧରେ ଏକ ଜନ ସଭା ଅନୁଷ୍ଠିତ ହୋଇଯାଇଛି…

ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ…

ଛତ୍ରପୁର : ଆଶା କର୍ମଚାରୀ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସର୍ବେକ୍ଷଣ, ଟୀକାକରଣ, ପରିମଳ, ମାତୃ ଓ ଶିଶୁ ଯତ୍ନ , ଔଷଧ ବିତରଣ, ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପାଇଁ କୌଣସି ସମ୍ମାନ ଜନକ ସ୍ଥାୟୀ ବେତନ ଓ ଭତ୍ତା…

କେନ୍ଦୁଝରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବା ଧାରା ଜାରି ରହିଛି। ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ ମଧ୍ୟ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ତିନି ଦିନିଆ…

ହରିୟାଣା ବିପର୍ଯ୍ୟୟ ପରେ ମହାରାଷ୍ଟ୍ର ନେତାଙ୍କୁ କଡ଼ା ୱାର୍ଣ୍ଣିଂ ଦେଲା କଂଗ୍ରେସ

ଶାଳୀନତା ଓ ଅଧିକ ଆତ୍ମବିଶ୍ୱାସ ପ୍ରତି ସତର୍କ ରହିବାକୁ ମହାରାଷ୍ଟ୍ରର ଦଳୀୟ ନେତାଙ୍କୁ ସତର୍କ କରାଇଛି କଂଗ୍ରେସ। ହରିୟାଣାରେ କଂଗ୍ରେସ ଅଧିକ ଆତ୍ମବିଶ୍ୱାସ ଦେଖାଇବାରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେଣୁ ଆଗକୁ ଅନୁଷ୍ଠିତ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭାରେ ସେମିତି କିଛି ନ ଘଟୁ…

ଦାଦନ ସମସ୍ୟା ଦୂରେଇବା ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ ଟାସ୍କଫୋର୍ସ

ଭୁବନେଶ୍ୱର: ଦାଦନଜନିତ ବିସ୍ଥାପନ ସମସ୍ୟାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଉପ-ମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ…

‘ସୁଭଦ୍ରା’ ନାଁରେ ବ୍ୟାଙ୍କ ଲୁଟି ଧରାପଡ଼ିଲେ ଠକ

‘ସୁଭଦ୍ରା’ ଫର୍ମ ପୂରଣ ନାଁରେ ଆଧାର ସଂଯୋଗ କରି ବ୍ୟାଙ୍କ ଆକାଉଣ୍ଟ ଲୁଟି ଥିଲେ। ଏହି ଲୁଟ୍‌ର ଜଣେ ଠକକୁ ବାନ୍ଧିଛି କେନ୍ଦୁଝର ପୁଲିସ୍‌। ହେଲେ ମାଷ୍ଟରମାଇଁଣ୍ଡ ପାଖରେ ପହଞ୍ଚି ପାରିନି। ଗିରଫ ଅଭିଯୁକ୍ତଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅନ୍ୟ ଅଭିଯୁକ୍ତଙ୍କ…

କେନାଲରେ ବୁଡ଼ି ୭ ବର୍ଷର ବାଳକର ମୃତ୍ୟୁ

ସାଲେପୁର : କେନାଲରେ ବୁଡ଼ି ଜଣେ ୭ ବର୍ଷ ବାଳକର ମୃତ୍ୟୁ ଘଟିଛି | ଏମିତି ଅଘଟଣ ଘଟିଛି ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ଗ୍ରାମରେ | ଆଜି ସକାଳେ ବାଲିଆପଦା ଗ୍ରାମର ସୁଶାନ୍ତ ସାହୁଙ୍କ ସାତ ବର୍ଷର ପୁଅ ଉମାକାନ୍ତ ସାହୁ ସ୍ଥାନୀୟ କେନାଲରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି | …