ମୁମ୍ବାଇରେ ନିବେଶକ ସମ୍ମିଳନୀ-ରୋଡ୍ ସୋ’, ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁମ୍ବାଇରେ ଆସନ୍ତା ୧୮ ଓ ୧୯ ତାରି‌ଖରେ ନିବେଶକ ସମ୍ମିଳନୀ ଓ ରୋଡ୍ ସୋ’ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୨ ଦିନିଆ ନିବେଶକ ସମ୍ମିଳନୀ ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ନିବେଶକ ସମ୍ମିଳନୀ ଓ ରୋଡ୍…

ବିଜେପି ହାତର କାଠ କଣ୍ଢେଇ ନିର୍ବାଚନ କମିଶନ, ବର୍ଷିଲା ଜେଏମ୍‌ଏମ୍‌

ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି। ଅପରାହ୍ଣ ୩ଟା ୩୦ରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ। ତେବେ ଏହାକୁ ନେଇ ଏବେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନିର୍ବାଚନ ଆୟୋଗକୁ ଟାର୍ଗେଟ…

ମଦ ମାଫିଆଙ୍କ ଆକ୍ରମଣରେ କନଷ୍ଟେବଳ ଆହତ…

ବ୍ରହ୍ମପୁର : ଅବକାରୀ କନଷ୍ଟେବଳଙ୍କୁ ନିର୍ଧୂମ ପିଟିଲେ ମଦ ମାଫିଆ । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ମାଫିଆଙ୍କ ଆକ୍ରମଣରେ ଅବକାରୀ କନଷ୍ଟେବଳ ସବ୍ୟସାଚୀ ମିଶ୍ର ଆହତ ହୋଇଛନ୍ତି । ତାଙ୍କ ଆଖି ପତ୍ତାରେ ଗଭୀର ଆଘାତ ଲାଗିଛି । ଖବର ମୁତାବକ, ଗତକାଲି ଭସାଣି ଉତ୍ସବ ପାଇଁ…

ମଦ ପିଆଇବା ବାହାନାରେ ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା…

ମାଲକାନଗିରି : ମାଲକାନଗିରି ଥାନା ଅନ୍ତର୍ଗତ ଏମ.ଭି.-8 ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ବେକ କାଟି ହତ୍ୟା l ସୂଚନା ଅନୁଯାଇ ମାଲକାନଗିରି ସଦର ଚାଲାଣଗୁଡା ପଂଚାୟତ ଅନ୍ତର୍ଗତ ଗନ୍ଧିପାଲ୍ଲୀ ଛକ ଠାରେ ମିଲନ ମଜୁମଦାର ନାମକ ଜଣେ ବ୍ୟକ୍ତି ବିବାହ ପରେ ଦୀର୍ଘ 8ରୁ10ବର୍ଷ ହେବ ରହି ଆସୁଥିଲେ…

ନୋଟାରୀଙ୍କ ନିକଟରେ ହୋଇଥିବା ବିବାହ ଓ ବିଚ୍ଛେଦ ସଂକ୍ରାନ୍ତ ଦଲିଲ ଅବୈଧ, ବିଧିବଦ୍ଧ ବିଜ୍ଞପ୍ତି ଜାରି

କଟକ: ବିବାହ ହେଉଛି ଏକ ଏଭଳି ବନ୍ଧନ ଯାହା କେବଳ ଦୁଇ ଜଣଙ୍କୁ ସଂଯୋଗ କରେ ନାହିଁ ବରଂ ସମାଜ, ପରିବାର ଏବଂ ସଂସ୍କୃତି ପାଇଁ ମଧ୍ୟ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମାଜରେ ବିବାହର ଗୁରୁତ୍ୱ ଅନେକ ସ୍ତରରେ ରହିଛି । ବିବାହ ହେଉଛି ଏକ ସାମାଜିକ ଅନୁଷ୍ଠାନ ଯାହା ସମାଜର ଗଠନକୁ ଦୃଢ…

ଗର୍ଜିଲେ ଶରଦ ପାଓ୍ୱାର: ଏ ବୁଢ଼ା ଅଟକିବନି, ୮୪ ବର୍ଷ ହେଉ ଅବା ୯୦

'ଏ ବୁଢ଼ା ଆଉ ଅଟକିବନି। ୮୪ ବର୍ଷ ହେଉ ଅବା ୯୦। ଆପଣ ଚିନ୍ତା କରନ୍ତୁ ନାହିଁ।' ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଆଜି ଘୋଷଣା ହେବାକୁ ଯାଉଛି ତାରିଖ। ଏହାରି ଭିତରେ ଏନ୍‌ସିପି-ଏସ୍‌ପି ନେତା ଶରଦ ପାଓ୍ୱାର ଏଭଳି କିଛି ବଡ଼ ବୟାନ ଦେଇଛନ୍ତି। ଏକ ରାଲିକୁ ସମ୍ବୋଧିତ କରି…

ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ବନ୍ଧା ହେଲେ ୪ ୱେବ୍ ପୋର୍ଟାଲ୍ ସାମ୍ବାଦିକ

ଭବାନୀପାଟଣା: ଓଡ଼ିଶା ପୋଲିସ ମଙ୍ଗଳବାର ଦିନ କଣ୍ଟାବାଞ୍ଜିରେ ଜଣେ ବ୍ୟବସାୟୀଙ୍କ ଠାରୁ ୨.୫୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଚାରି ଜଣ ଅନଲାଇନ୍ ୱେବ୍ ପୋର୍ଟାଲ୍ ସାମ୍ବାଦିକଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅକ୍ଟୋବର ୨ ତାରିଖ ଦିନ ବ୍ୟବସାୟୀଙ୍କଠାରୁ ଏହି ନଗଦ ଟଙ୍କା ଲୁଟ୍ ହୋଇଥିବା…

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ; ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଦୈନିକ ଅବକାଶ ନୀତି ପରେ ଏହି ବେଶ କରାଯାଏ। ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀହସ୍ତରେ ସୁବର୍ଣ୍ଣ…

ଗୋଷ୍ଠୀ ସଂଘର୍ଷରେ ଜଣେ ଗୁରୁତର…

ହିଞ୍ଜିଳିକାଟୁ, ୧୪/୧୦(): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ତଥା ବେଲଗାଁ ଥାନା ଭାବନ୍ଧ ଗ୍ରାମ ନିକଟରେ ସାମାନ୍ୟ କଥାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ବେଲଗାଁ ଥାନା ଭାବନ୍ଧ ଗ୍ରାମର ଟୁକୁନା ଦାସ ବୋଲି ଜଣାପଡିଛି।…

ମନ୍ଦିର ସମ୍ମୁଖରୁ ବାଇକ୍ ଚୋରୀ, ଥାନାରେ ଅଭିଯୋଗ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ହିଞ୍ଜିଳି ଥାନା ନୂଆଁଗଡ ବାଲୁଙ୍କେଶ୍ୱର ମନ୍ଦିର ସମ୍ମୁଖରୁ ଏକ ମୋଟର ସାଇକେଲ ଚୋରୀ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ…