ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ବିପୁଳ ମାତ୍ରାରେ ରୁପା

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲୀ ଅଞ୍ଚଳରେ ଦେଢ଼ କ୍ୱିଣ୍ଟାଲରୁ ଅଧିକ ରୁପା ଜବତ । ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ଏକ କାର୍ ଭିତରୁ ଗଞ୍ଜେଇ ଖୋଜୁ ଖୋଜୁ ଏହି ରୁପା ଜବତ କରିଛି । ଏହି ରୁପା ଅଳଙ୍କାର ମହାରାଷ୍ଟ୍ରରୁ ଝାଡଖଣ୍ଡକୁ ଯାଉଥିବା ଜଣାପଡ଼ିଛି । ତେବେ ଗଞ୍ଜେଇ ଚାଲାଣ…

ୱାୟନାଡ ଲୋକସଭା ପାଇଁ ୧୩ରେ ହେବ ଭୋଟିଂ, ରାହୁଲ ଛାଡ଼ିବା ପରେ ପଡ଼ିଥିଲା ଖାଲି

ଭାରତୀୟ ନିର୍ବାଚନ କମିଶନ ଆଜି ଝାରଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏଥିସହ କେରଳର ୱାୟନାଡ ଲୋକସଭାର ଉପ ନିର୍ବାଚନର ତାରିଖ ମଧ୍ୟ ଘୋଷଣା ହୋଇଛି। ୨୦୨୪ ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ଏଠାରେ ରେକର୍ଡ ବିଜୟ ହାସଲ…

ପାଣ୍ଡିଆନଙ୍କ ପାଇଁ ବିଜେଡି ହାରିଲା: ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ଅମର ଶତପଥୀଙ୍କ ପରେ ପୂର୍ବତନ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅମର ଶତପଥୀ ଯେଉଁ କଥା କହିଛନ୍ତି, କିଛି ଖରାପ କହିନାହାନ୍ତି। ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି। ଦଳଗଢ଼ିକି ଛାଡ଼ିଲା ବେଳେ ଦୁଃଖ ଲାଗେ।…

ଦିଲ୍ଲୀ ନିର୍ବାଚନ ଇନଚାର୍ଜ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ୱ ଦେଲା ବିଜେପି

ଭୁବନେଶ୍ୱର: ଆଉ କିଛି ମାସ ପରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ । ଏନେଇ ଭାରତୀୟ ଜନତାପାର୍ଟି (ବିଜେପି) ଯୋଜନା ପ୍ରସ୍ତୁତ କରିଛି । ବିଜେପି ଏଥି ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେପି । ଦିଲ୍ଲୀ ନିର୍ବାଚନ ଇନଚାର୍ଜ ଭାବେ…

ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଦୁଇ ସାଙ୍ଗଙ୍କ ମୃତ୍ୟୁ

କଳାହାଣ୍ଡି : ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଦୁଇ ସାଙ୍ଗର ମୃତ୍ୟୁ ହୋଇଛି । ଏପରି ଘଟଣା କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ବିଲାଟ ଗାଁରେ ଘଟିଛି । ଦୁଇ ଝିଅ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଦୁଇ ସାଙ୍ଗ ହେଲେ ନର୍ଲା ଥାନା ବିଲାଟ ଗାଁର ନେନା…

ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଅପେକ୍ଷାରେ ଅନ୍ତ ଘଟିଛି। ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଲୋକମାନେ ନଭେମ୍ବର ୨୦ରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ନଭେମ୍ବର…

ସହିପାରିଲେନି ପ୍ରେମ ବିଚ୍ଛେଦ, ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ଭୁବନେଶ୍ବର: ଦୂରେଇ ଗଲେ ପ୍ରେମିକା ! ସହିପାରିଲେନି ବିଚ୍ଛେଦ ! ପ୍ରେମରେ ବିଫଳ ହେବା ପରେ ହାରିଲେ ଜୀବନ । ଦଶହରାରେ ଭୁବନେଶ୍ବରରେ ଯେତେବେଳେ ସବୁଠି ଥିଲା ସେଲିବ୍ରେସନର ମାହୋଲ, ସେତେବେଳେ ଜୀବନର ଶେଷ ନିଷ୍ପତ୍ତି ନେଇ ସାରିଥିଲେ ଇଂଜିନିୟର ରୋନିତ ଜେନା । କିଛି ଦିନ ଧରି ଦୁଶ୍ଚିନ୍ତାରେ…

ନାଁ ନନେଇ ଅନନ୍ତ-ଅଶୋକଙ୍କୁ ଟାର୍ଗେଟ କଲେ ବାଇଁଆ ଓ ଲିଟୁ

ଭୁବନେଶ୍ଵର : ନାଁ ନନେଇ ଅନନ୍ତ-ଅଶୋକଙ୍କୁ ଟାର୍ଗେଟ କଲେ ବାଇଁଆ ଓ ଲିଟୁ । କହିଲେ ବିଜେଡି ସଭାପତି କାର୍ଯ୍ୟାନୁଷ୍ଠାନ ନେବେ । ନିଜକୁ ଭୁବନେଶ୍ଵରର ମାଲିକ ଭାବୁଥିବା ବ୍ୟକ୍ତିଙ୍କୁ ଦଳ ଶୋ କଜ୍ ନୋଟିସ୍ କରିବାକୁ ଦାବି କଲେ । ଦଳର ସୁପ୍ରିମୋ ଯାହା ନିଷ୍ପତି ନେବେ ତାହା ଗ୍ରହଣ…

ଆହୁରି ଶକ୍ତିଶାଳୀ ହେବ ତିନି ସେନା; ₹୩୨,୦୦୦ କୋଟିର ଡ୍ରୋନ୍ ଆଣିବ ଭାରତ

ଆହୁରି ଦୃଢ ହେବ ତିନି ସେନାର ଶକ୍ତି। ଭାରତ ସରକାର ଆମେରିକା ସହ ଏକ ବଡ଼ ଚୁକ୍ତି କରିଛନ୍ତି। ଦେଶକୁ ଆସିବ ଆମେରିକାର ଶକ୍ତିଶାଳୀ ପ୍ରିଡେଟର MQ-9B ଡ୍ରୋନ୍। ଏଥିପାଇଁ ଭାରତ ସରକାର ଆମେରିକା ସହ ୩୨ ହଜାର କୋଟି ଟଙ୍କାର ଡିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ତଳେ…

ହାତୀ ପଲକୁ ଟ୍ରେନ୍‌ ଧକ୍କା ଦେବା ଘଟଣା: ୨ଟି ହାତୀ ଗୁରୁତର

ରାଉରକେଲା: ହାତୀ ପଲକୁ ଟ୍ରେନ୍‌ ଧକ୍କା ଦେବା ଘଟଣା l ଟ୍ରେନ୍‌ ଧକ୍କାରେ ଆଉ ୨ଟି ହାତୀ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି l ତେବେ ଗୁରୁତର ହାତୀ ଦୁଇଟି ଜଙ୍ଗଲକୁ ଯାଇନପାରି ବନ୍ଧମୁଣ୍ଡାରେ ରହିଛନ୍ତି l ଆହତ ହାତୀ ଦ୍ବୟଙ୍କ ପାଖରେ ପହଞ୍ଚିବାକୁ ବନ ବିଭାଗର ଉଦ୍ୟମ ଜାରି ରହିଛି l …