ଜଳବନ୍ଦୀ ସୂର୍ଯ୍ୟ ମନ୍ଦିର; ଜମିଛି ଆଣ୍ଠୁଏ ଉଚ୍ଚର ପାଣି

କୋଣାର୍କ : ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ପ୍ରବଳ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କଟକ, ଭୁବନେଶ୍ୱର, ପୁରୀରେ ବି ଲାଗି ରହିଛି ବର୍ଷା। ଫଳରେ ସୂର୍ଯ୍ୟ ମନ୍ଦିର କୋଣାର୍କ ହୋଇଛି ଜଳବନ୍ଦୀ। ଜମି ରହିଛି ଫୁଟେ ଉଚ୍ଚର ପାଣି। ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର

ଗୁହାରିଆ ପଡି ଶେଷରେ ଜୀବନ ଦେଲେ ଅବସର ପ୍ରାପ୍ତ ଶିକ୍ଷକ

ଗଞ୍ଜାମ: ମନ୍ଦିରରେ ଗୁହାରିଆ ପଡି ଶେଷରେ ଅବସର ପ୍ରାପ୍ତ ଶିକ୍ଷକ ଜୀବନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ବେଠୁଆର ଗାଁ ଘୋଡାଦେବୀ ମନ୍ଦିର ସେଡ ଘର ପାର୍ଶ୍ୱରେ ଏଭଳି ଅଭାବନୀୟ ଘଟଣା ଘଟିଛି।ନଗୁଡୁ ଅଞ୍ଚଳର ୬୧ ବର୍ଷ ବୟସ୍କ ଅବସର ପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ ରଶି ଲଗାଇ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ରାସ୍ତା ଉପରେ ତୋରଣ ନିର୍ମାଣ କରାଯାଇ ପାରିବନି

କଟକ: ଶାରଦୀୟ ଦୁର୍ଗାପୂଜା ସମୟ ଯେତିକି ପାଖେଇ ଆସୁଛି, ପୂଜା ଆୟୋଜକ କମିଟି, ପ୍ରଶାସନ ଓ ସରକାରଙ୍କ ଚିନ୍ତା ସେତିକି ବଢୁଛି। ଶାନ୍ତି ଶୃଙ୍ଖଳାର ସହିତ ମା’ଙ୍କ ପୂଜା ଆୟୋଜନ ପାଇଁ ସବୁସ୍ତରରେ ଉଦ୍ୟମ ହେଉଛି। ଗୋଟିଏ ସପ୍ତାହ ପରେ ନବରାତ୍ରୀ ଆରମ୍ଭ ହୋଇଯିବ। ସେଥିପାଇଁ ସାଜସଜ୍ଜା କାମ

ଧାମରା ରେ ଶେଷ ହେଲା ସାଗରଭ୍ୟାସ , ସାଗର କବଚ ୨/୨୪

ଧାମରା: ରାଜ୍ୟ ଉପକୂଳ ଅଞ୍ଚଳରେ ଚାଲିଥିବା ସାଗରଭ୍ୟାସ ସାଗର କବଚ ଆଜି ଶେଷ ହୋଇଛି। ୨ଦିନ ଧରି ଚାଲିଥିବା ଏହି ସାଗରଭ୍ୟାସ ଆଜି ସନ୍ଧ୍ୟା ସୁଦ୍ଧା ୪ଜଣ ଗୁପ୍ତଚରଙ୍କୁ ଧରିବାରେ ସଫଳ ହୋଇଛନ୍ତି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।ଏଠାରେ ଉଲ୍ଲେଖ ଯୋଗ୍ୟ ୨୦୧୧ ମସିହା ନଭେମ୍ବର ୨୬ତାରିଖ

ଏସସିବିରେ ସଫଳ ହେଲା ଏକମୋ ଚିକିତ୍ସା

କଟକ : କଟକ ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଦିଲୀପ କୁମାର ମହାରଣାଙ୍କ (୫୩)ର ସଫଳ ଭାବେ ଏକମୋ ଚିକିତ୍ସା କରାଯାଇଛି। ସିଟିଭିଏସର ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରଫେସର ମନୋଜ କୁମାର ପଟନାୟକଙ୍କ ନେତୃତ୍ୱରେ ଏହି ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଦିଲ୍ଲୀପ ଏଚ୧ଏନ୧ ଭୁତାଣୁ ସଂକ୍ରମଣରେ

ଉବୁଡୁବୁ ମାୟାନଗରୀ; ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି, ଏଯାଏଁ ୫ ମୃତ

ମୁମ୍ବାଇ : ମାୟାନଗରୀ ମୁମ୍ବାଇରେ ପ୍ରବଳ ବର୍ଷା କାରଣରୁୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି । ରାତିରେ ପାଣି ଜମିବାରୁ ଲୋକେ ଫସି ଯାଇଥିଲେ । ଅଫିସ୍‌ରୁ ଘରକୁ ଫେରିବା ସମୟରେ ପ୍ରବଳ ବର୍ଷା ହେବା

ଜେଲ ଯିବେ ସଞ୍ଜୟ ରାଉତ: ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ

ମୁମ୍ବାଇ : ମାନହାନି ମୋକଦ୍ଦମା ମାମଲାରେ ଶିବସେନା ୟୁବିଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ଦିନ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୨୫ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ରାୟ ପରେ ସଞ୍ଜୟ ରାଉତ ଜେଲ

ଲେବାନନରେ ଥମିବନି ଧ୍ବଂସଲୀଳା, ଅସ୍ତ୍ରବିରତି ପ୍ରସ୍ତାବ ଖାରଜ କଲା ଇସ୍ରାଏଲ

ନୂଆଦିଲ୍ଲୀ : ଆମେରିକା ସମେତ ବିଶ୍ଵ ସମୁଦାୟର ଚାପକୁ ଖାତିର ନ କରି ଲେବାନନରେ ହେଜବୋଲ୍ଲା ଆଡ୍ଡା ଗୋଟିକ ପରେ ଗୋଟିଏ ଧ୍ବଂସ କରିବାରେ ଲାଗି ପଡ଼ିଛି ଇସ୍ରାଏଲ। ଏହି ଧ୍ବଂସ ଲୀଳା ଥମିବନି ବୋଲି ଦୃଢ ଘୋଷଣା କରି ଇସ୍ରାଏଲ ଲେବାନନ ସୀମାରେ ଅସ୍ତ୍ରବିରତି ପ୍ରସ୍ତାବକୁ ଖାରଜ କରିଛି। ଆତଙ୍କୀ

ମାଓବାଦୀକୁ ବିସ୍ଫୋରକ ପଦାର୍ଥ ଯୋଗାଣ କରି ଦୁଇ ଗିରଫ…

ମାଲକାନଗିରି : ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ସଦରରୁ ଦୁଇ ଜଣକୁ ଘେରାବନ୍ଦୀ କରି ଏକ ଘରୁ ବିସ୍ଫୋରକ ସହ ଗିରଫ କରିବାରେ ସଫଳ ହୋଇଛନ୍ତି l ସୁକମା ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାଇ ମନ୍ତୋଷ ମଣ୍ଡଳ(28)ବର୍ଷ ସୁକମା

ଟଙ୍କା ବଦଳରେ ଚାକିରି ମାମଲା: ପୂର୍ବତନ ମନ୍ତ୍ରୀଙ୍କୁ ମିଳିଲା ଜାମିନ

ଚେନ୍ନାଇ : ତାମିଲନାଡୁର ପୂର୍ବତନ ମନ୍ତ୍ରୀ ଭି. ସେନ୍ଥିଲ ବାଲାଜୀଙ୍କୁ ମିଳିଲା ଜାମିନ। କ୍ୟାସ୍‌ ଫର୍‌ ଜବ୍‌ ତଥା ଚାକିରି ବଦଳରେ ନଗଦ ଲାଞ୍ଚ ନେବା ଦୁର୍ନୀତିରେ ଗିରଫ ହୋଇଥିବା ସେନ୍ଥିଲ ବାଲାଜୀଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ମୁକ୍ତ କରିବାକୁ