ରାଗିଗଲେ ପ୍ରେମିକ, ବ୍ରେକ୍ଅପ୍ ପାଇଁ କାଟିଦେଲେ ପ୍ରେମିକାର ବେକ…
କଲେଜରେ ମନ ମିଶିଲା, ଆରମ୍ଭ ହେଲା ପ୍ରେମ । ହେଲେ ବେଶି ଦିନ ତିଷ୍ଠି ପାରିଲାନି ଏହି ମଧୁର ସମ୍ପର୍କ। ଆଉ ଖୁବ୍ କମ୍ ଦିନରେ ବ୍ରେକ୍ଅପ୍ ବି ହୋଇଗଲା। ମାତ୍ର ଏହାକୁ ପ୍ରେମିକଜଣକ ସହଜେ ଗ୍ରହଣ କରି ପାରିଲେନି। ପ୍ରତିଶୋଧ ନେବାକୁ ଯାଇ ଜୀବନଠୁ ଅଧିକ ଭଲ ପାଉଥିବା…