ଗଞ୍ଜାମ ଗସ୍ତରେ ନବୀନ ପଟ୍ଟନାୟକ, ନିଜ ନିର୍ବାଚନ ମଣ୍ଡଳୀରେ ସ୍ଥିତି ସମୀକ୍ଷା କଲେ

ହିଞ୍ଜିଳିକାଟୁ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲା ଗସ୍ତରେ ଆସି ନିଜ ନିର୍ବାଚନ ମଣ୍ଡଳୀ ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଲକରେ ଅଦିନିଆ ବର୍ଷାରେ ଧାନଚାଷ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ବିଶେଷକରି ଅମଳକ୍ଷମ ପାଚିଲା ଧାନ ଅଦିନିଆ

ସହର ତଳି ଅଞ୍ଚଳ ବ୍ରହ୍ମପୁର ମହାନଗର ନିଗମରେ ମିଶିବ ଓ ବୃହତ୍ତର ବ୍ରହ୍ମପୁର ମହାନଗର ନିଗମ ଗଠନ ହେବ

ବ୍ରହ୍ମପୁର : ଆଜି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ବ୍ରହ୍ମପୁର ଗସ୍ତ ସମୟରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ନେତୃତ୍ଵରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତନିଧି ମଣ୍ଡଳୀ ମନ୍ତ୍ରୀଙ୍କୁ ବିଡ଼ିଏ ସମ୍ମିଳନୀ

ଗୁରୁ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ସମ୍ବର୍ଦ୍ଧିତ

ଫୁଲବାଣୀ : ବିଶ୍ୱବିଖ୍ୟାତ ଓଡ଼ିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ଵରରେ ତ୍ରିଭଙ୍ଗ କଳାନିକେତନ, ଭୁବନେଶ୍ଵରର ପ୍ରତିଷ୍ଠାତା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ,ଓଡ଼ିଶୀ ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ବିକ୍ରମ ସାମଲଙ୍କ ଦ୍ୱାରା ଆୟୋଜିତ ଏହି ସର୍ବଭାରତସ୍ତରୀୟ ନୃତ୍ୟ, ସଙ୍ଗୀତ, ଚିତ୍ର ଉତ୍ସବ,କଳା

ନନ୍ଦନକାନନରେ ସିମ୍ପାଞ୍ଜି ‘ଜୁଲୁ’ର ମୃତ୍ୟୁ, ୧୯୯୪ରେ ସିଙ୍ଗାପୁରରୁ ଅଣାଯାଇଥିଲା

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୫ ବର୍ଷୀୟ ସିମ୍ପାଞ୍ଜି 'ଜୁଲୁ'ର ମୃତ୍ୟୁ। ସୋମବାର ସକାଳେ ଜୁଲୁରୁ ମୃତ୍ୟୁ ହୋଇଥିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି। ଏହି ସିମ୍ପାଞ୍ଜିକୁ ୧୯୯୪ ମସିହା ମେ ୧୬ ତାରିଖରେ ସିଙ୍ଗାପୁର ଚିଡିଆଖାନାରୁ

ଜାନୁଆରୀ ୭ରୁ ଆରମ୍ଭ ହେବ ଶୁଲିଆ ଯାତ୍ରା, ବଳି ରୋକିବାକୁ ସଚେତନ କରିବ ପ୍ରଶାସନ

ବଲାଙ୍ଗୀର: ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ବଲାଙ୍ଗୀର ପ୍ରସିଦ୍ଧ ଶୁଲିଆ ଯାତ୍ରା। ୩ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ପାଇଁ ସରିଛି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ। ଦେଓଗାଁ ବ୍ଲକ ଖଇରଗୁଡ଼ା ବଡ଼ଖଳା ଓ ସାନଖଳାରେ ହେବାକୁ ଯାଉଥିବା ଯାତ୍ରା କିପରି ସୁରୁଖୁରୁରେ ସରିବ ସେନେଇ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆମେରିକା ଇତିହାସରେ ସବୁଠୁ ଅଧିକ ବର୍ଷ ଯାଏ ଜୀବିତ ଥିବା ରାଷ୍ଟ୍ରପତି ଥିଲେ ଜିମି କାର୍ଟର । ମାତ୍ର ଦୀର୍ଘ ଦିନ ହେଲା ସେ ବୟସାଧୀକ ରୋଗ ସମେତ

ଗୋଟିଏ ସିଗାରେଟ ଟାଣିବା ଦ୍ୱାରା ମହିଳାମାନେ ୨୨ ମିନିଟ ଓ ପୁରୁଷମାନେ ୧୭ ମିନିଟ ଆୟୁଷ ହରାଉଛନ୍ତି

ନୂଆଦିଲ୍ଲୀ : ଧୂମପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତି କାରକ। ତଥାପି ଅନେକ ଲୋକ ଧୂଆଁ ପ୍ରେମରେ ପଡ଼ିଛନ୍ତି। ଘଣ୍ଟାକୁ ଘଣ୍ଟା ସେମାନେ ସିଗାରେଟ ଟାଣିବାରେ ଲାଗିଛନ୍ତି। ହେଲେ ଆପଣମାନେ ଜାଣିଛନ୍ତି କି ଗୋଟିଏ ସିଗାରେଟ ଜଣେ ଲୋକକର ମୋଟ ଆୟୁଷକୁ ପ୍ରାୟ ୨୦ ମିନିଟ କମାଇ ଦେଇଥାଏ। ଆଜ୍ଞା ହଁ, ନୂଆ

୧୧ କୋଟି ଟଙ୍କା ଓ ୫୨ କେଜି ସୁନା ଜବତର ମାଷ୍ଟର ମାଇଣ୍ଡ ସୌରଭ ଶର୍ମା କିଏ ? ଖୋଜୁଛନ୍ତି ୩ ତଦନ୍ତକାରୀ ସଂସ୍ଥା

ନୂଆଦିଲ୍ଲୀ: ୩ ତଦନ୍ତକାରୀ ସଂସ୍ଥା- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଆୟକର ବିଭାଗ(ଆଇଟି) ଓ ମଧ୍ୟପ୍ରଦେଶ ଲୋକାୟୁକ୍ତର ସ୍ପେଶାଲ ପୁଲିସ୍‌ ଏଷ୍ଟାବ୍ଲିଶମେଣ୍ଟ(ଏସପିଇ) ସୌରଭ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କୁ ବେଶ କିଛି ଦିନ ହେଲା ଖୋଜୁଛନ୍ତି। ଡିସେମ୍ବର ୧୯ରେ ଭୋପାଲର ଗୋଟିଏ ଗାଁ ନିକଟରୁ

କେରଳରେ ଏନସିସି କ୍ୟାମ୍ପରେ ଫୁଡ ପଏଜନିଂ ଅଭିଯୋଗ, ସେନା ଅଧିକାରୀଙ୍କୁ ଆକ୍ରମଣ

ନୂଆଦିଲ୍ଲୀ: କେରଳର ତ୍ରିକ୍କକାରାରେ କେଏମଏମ କଲେଜ ଅଫ୍‌ ଆର୍ଟସ ଆଣ୍ଡ୍‌ ସାଇନ୍ସରେ ଏନସିସି କ୍ୟାମ୍ପରେ ସେନାର ଜଣେ ଅଧିକାରୀଙ୍କୁ ମାଡ଼ ଘଟଣା ସାମ୍‌ନାକୁ ଆସିଛି। ଘଟଣା ଡିସେମ୍ବର ୨୩ ତାରିଖ ବିଳମ୍ବିତ ରାତିରେ ଘଟିଥିବା କୁହାଯାଉଛି। ସୂଚନା ଅନୁଯାୟୀ, ସିପିଆଇଏମ/ ଏସଏଫଆଇର

ଆମ୍ବେଦକର ବିବାଦରେ ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରୁ କାହାକୁ ମିଳିବ ଅଧିକ ଫାଇଦା ?

ନୂଆଦିଲ୍ଲୀ: ସମ୍ବିଧାନ ନିର୍ମାତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତି କଥିତ ଅପମାନକୁ ନେଇ ଗତ ଦୁଇ ସପ୍ତାହ ସମଗ୍ର ଦେଶର ରାଜନୀତି ସରଗରମ ରହିଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ଆମ୍ବେଦକରଙ୍କ ଅପମାନ ପାଇଁ