ଆଗକୁ ବଢିବ ଶୀତ, ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ନୂଆବର୍ଷରେ ଶୀତରେ ଥରିବ ରାଜ୍ୟ। ଶୁଖିଲା ପାଗ ସହ ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ। ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିବ। ଏହାର ପ୍ରଭାବରେ

ଗହଳି ଉପରେ ଗାଡ଼ି ଚଢ଼ାଇବା ପରେ ଗୁଳି ମାରିଲେ ଡ୍ରାଇଭର: ୧୦ ମୃତ, ୩୦ ଆହତ

ଜମି ଥିଲା ପ୍ରବଳ ଗହଳି। ନୂଆବର୍ଷ ପାଳନ କରୁଥିଲେ ଲୋକେ। ଏହି ସମୟରେ ଦ୍ରୁତଗତିରେ ମାଡ଼ି ଆସିଲା ଏକ ପିକ୍‌ଅପ୍‌ ଟ୍ରକ୍‌। କେହି କିଛି ଭାବିବା ପୂର୍ବରୁ ତାହା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ତା’ପରେ ଗାଡ଼ିରେ ବ୍ରେକ୍ ଦେଇଥିଲେ ଡ୍ରାଇଭର। ଆଉ ତଳକୁ ଓହ୍ଲାଇ କରିଥିଲେ ଗୁଳିମାଡ଼। ଏଥିରେ ୧୦

ନୂଆବର୍ଷରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲା ଯୁବକ

କାମାକ୍ଷନଗର : ନୂଆବର୍ଷରେ ବିଭତ୍ସ ହତ୍ୟାକାଣ୍ଡ l ଗାଁ ଦାଣ୍ଡରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଯୁବକ l ପରଜଙ୍ଗ ଥାନା ବସୋଈ ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ l ସୂଚନା ଅନୁସାରେ, ବସୋଈ ଗ୍ରାମର ରାକେଶ ସେଠୀ ନାମକ ଜଣେ ଯୁବକ ଗାଁ ଛକରୁ ଚିକେନ ଧରି ଘରକୁ

ଜିରୋ ନାଇଟ ସେଲିବ୍ରେସନ ବେଳେ ଫୁଟିଲା ଗୁଳି, ୪ ଗୁରୁତର

ଖଲ୍ଲିକୋଟ: ନୂଆବର୍ଷ ଆରମ୍ଭରୁ ଅଘଟଣ । ଧୁମଧାମରେ ଜିରୋ ନାଇଟ୍‌ ସେଲିବ୍ରେସନ ଚାଲିଥିବାବେଳେ ନାଚଗୀତରେ ମସଗୁଲ ଥିଲେ ସମସ୍ତେ। ମାତ୍ର ହଠାତ୍‌ ଫୁଟିଲା ଗୁଳି ଓ ହେଲା ଅତର୍କିତ ଛୁରା ମାଡ଼। ଖଲ୍ଲିକୋଟରେ ଜିରୋ ନାଇଟରେ ଏହି ଗୁଳିକାଣ୍ଡ ଘଟିଛି। ରମ୍ଭାଥାନା ବସୁଳିଆ ଓଡ଼ିଆରପି କଲୋନୀରେ

ଦେଶବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନବବର୍ଷର ପ୍ରଥମ ସୂର୍ଯ୍ୟୋଦୟ। ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ଦିଗବଳୟରେ ଉଇଁଛନ୍ତି ନୂତନ ସୂର୍ଯ୍ୟ। ଇଂରାଜୀ ନବବର୍ଷ ୨୦୨୫କୁ ସ୍ୱାଗତ ଜଣାଇବା ପରେ ଆଜି ନୂଆ ସକାଳରେ ନୂଆ ଆଶା ଓ ଆକାଂକ୍ଷା ନେଇ ବିଭିନ୍ନ ସ୍ଥାନରେ ସକାଳର ପ୍ରଥମ ସୂର୍ଯ୍ୟକୁ ଦର୍ଶନ କରିଛନ୍ତି ଲୋକେ। ଏହି ଅବସରରେ

ମଧ୍ୟରାତ୍ରିରେ ଶିମିଳିପାଳ ଫେରିଲା ବାଘୁଣୀ ଜୀନତ

ବାରିପଦା: ମଧ୍ୟରାତ୍ରିରେ ଓଡ଼ିଶା ଫେରିଛି ବାଘୁଣୀ ଜୀନତ। ପ୍ରାୟ ୪୮ ଘଣ୍ଟା ଯାଏଁ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ଭିତରେ ତାର ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ ପରୀକ୍ଷା ନିରୀକ୍ଷା ସରିବା ପରେ ଜୀନତକୁ ବାଘୁଣୀ ଜୀନତକୁ ଶିମିଳିପାଳ ଅଣାଯାଇଛି। ଏନେଇ ବନ ବିଭାଗ ପକ୍ଷରୁ

ନୂଆବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର : ନୂଆବର୍ଷ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ସେ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ‘ ନବବର୍ଷ ସମସ୍ତଙ୍କ ମନରେ ସୁଖ, ଆନନ୍ଦ ଓ ସମୃଦ୍ଧି ଭରିଦେଉ । ରାଜ୍ୟବାସୀଙ୍କୁ ଶୁଭ କାମନା ଜଣାଇବା ସହ ଏକ ସମୃଦ୍ଧ ଏବଂ

ଆଦିବାସୀଙ୍କ ସମ୍ପତ୍ତି ହସ୍ତାନ୍ତର ନିଷ୍ପତ୍ତି ପ୍ରସ୍ତାବ ନାମଞ୍ଜୁର, ତର୍ଜମା ହେବ ପେସା ଚିଠା ରୁଲ୍

ଭୁବନେଶ୍ବର : ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ବିଜେଡି ସରକାର ଅମଳରେ ହୋଇଥିବା ତ୍ରୁଟିକୁ ସୁଧାରିଛନ୍ତି ବିଜେପି ସରକାର । ଏହାସହିତ ପେସା ଆଇନ-୧୯୯୬ର ଡ୍ରାଫ୍ଟ ରୁଲ ଉପରେ ଅଧିକ ତର୍ଜମା କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଆସନ୍ତା ୫ତାରିଖରେ ମାଧୋ ସିଂ

ବ୍ରହପୁର ବିଶ୍ୱବିଦ୍ୟାଳୟ ସାବେରୀ ହଷ୍ଟେଲରେ ଅଗ୍ନିକାଣ୍ଡ, ବହୁ ଆସବାବପତ୍ର ଜଳିପୋଡି ହେଲା ପାଉଁଶ

ବ୍ରହ୍ମପୁର : ଆଜି ଅପରାହ୍ନ ୧୦ ଘଣ୍ଟା ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ରହିଥିବା ସାବେରୀ ମହିଳା ଛାତ୍ରାବାସର ଏକ କୋଠରୀ ରେ ନିଆଁ ଲାଗି ଯାଇଥିଲା।କୋଠରୀରେ ରହିଥିବା ସମସ୍ତ ଆସବାବପତ୍ର ଜଳି ପୋଡି ଯାଇଥିଲା।ତେବେ କୌଣସି ଧନ ଜୀବନ ନଷ୍ଟ ନ ହୋଇଥିଲେ ମଧ୍ୟ ବହୁ ଛାତ୍ରୀଙ୍କ ଦାମିକା

ଅପରାଧୀଙ୍କ ଆତଙ୍କ : ମାଉଜର ଓ ବୋମା ଦେଖାଇ ଧମକାଉଥିବା ସିସିଟିଭି ରେ ହେଲା କଏଦ

ବ୍ରହ୍ମପୁର : ଅପରାଧୀଙ୍କ ଆତଙ୍କ : ମାଉଜର ଓ ବୋମା ଦେଖାଇ ଧମକାଉଥିବା ସିସିଟିଭି ରେ ହେଲା କଏଦ | ଏଭଳି ଘଟଣା ଘଟିଛି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତିନଗର ୧୧ ନମ୍ବର ଅଞ୍ଚଳରେ। ଅମୁଲ୍ୟ ରଥଙ୍କ ଘରକୁ ଲକ୍ଷ୍ୟକରି ଗୁଳି ଫୁଟାଇଛନ୍ତି ଦୁର୍ବୃତ୍ତ। ତେବେ ଏଥିରେ କେହି ଆହତ ହୋଇ ନ ଥିବା