କେନ୍ଦ୍ରୀୟ ବଜେଟ୍ ରେ ରେଳବାଇକୁ ବଡ ଉପହାର : ୩ ବର୍ଷରେ ଚାଲିବ ୪୦୦ ନୂତନ ବନ୍ଦେ ଭାରତ ଟ୍ରେନ୍…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆମେ ସ୍ୱାଧୀନତାର ୭୫ ତମ ବର୍ଷରେ ଅଛୁ। ଏହି ବଜେଟରେ ଆଗାମୀ ୨୫ ବର୍ଷ ପାଇଁ ଏକ ବ୍ଲୁ ପ୍ରିଣ୍ଟ ଅଛି। ଏହି ସମୟରେ ସେ ରେଳବାଇ ପାଇଁ ଏକ ବଡ ଘୋଷଣା

ବଜେଟ୍ ଅପଡେଟ୍ : ୧୬୩ ଲକ୍ଷ ଚାଷୀଙ୍କ ଠାରୁ କ୍ରୟ କରାଯିବ ୧୨୦୮ ମେଟ୍ରିକ୍ ଟନ୍ ଗହମ ଏବଂ ଧାନ…

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ‘ଆତ୍ମନିର୍ଭରଶୀଳ ଭାରତ ୨୦୨୨-୨୩ ର ବଜେଟ୍’ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ରବି ୨୦୨୧-୨୨ ରେ ୧୬୩ ଲକ୍ଷ ଚାଷୀଙ୍କ ଠାରୁ ୧୨୦୮ ମେଟ୍ରିକ୍ ଟନ୍ ଗହମ ଏବଂ ଧାନ କ୍ରୟ କରାଯିବ। ଏହା ସହିତ

ବିଦେଶ ଯାଉଥିବା ଲୋକଙ୍କ ପାଇଁ ବଜେଟରେ ବଡ ଘୋଷଣା : ଏଣିକି ଉପଲବ୍ଧ ହେବ ଚିପ୍ ଯୁକ୍ତ ଇ-ପାସପୋର୍ଟ…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ସେ ଅନେକ ବଡ଼ ଘୋଷଣା କରିଛନ୍ତି। ଯୁବକଙ୍କ ଠାରୁ ଆରମ୍ଭ କରି ରେଳ ପର୍ଯ୍ୟନ୍ତ କିଛି ବଡ ଘୋଷଣା କରିଛନ୍ତି। ଏହି ସମୟରେ, ସାଧାରଣ ନାଗରିକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୦୨୨-୨୩ ବର୍ଷରୁ

ନବରଙ୍ଗପୁର : ଟିକାକରଣ ନିମନ୍ତେ ବୁଲି ଲା ସଚେତନ ରଥ…

ନବରଙ୍ଗପୁର : କୋବିଡ଼ ଟୀକାକରଣ ଅଭିଯାନ ନିମନ୍ତେ ଜିଲ୍ଲାରେ ବୁଲିଲା ସଚେତନ ରଥ ନବରଙ୍ଗପୁର ତା ୦୧/୦୨ କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟୀକା କରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡର ମିଳିତ ସହଯୋଗରେ ଏକ ସଚେତନ ରଥ ନବରଙ୍ଗପୁର

ସରକାରୀ କର୍ମଚାରୀମାନଙ୍କୁ ଖୁସି ଖବର: ଅବସର ବୟସକୁ ବୃଦ୍ଧି କଲା ଆନ୍ଧ୍ରପ୍ରଦେଶ ସରକାର…

ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନଙ୍କୁ ଆନ୍ଧ୍ରପ୍ରଦେଶ ସରକାର ଏକ ବଡ ଉପହାର ଦେଇଛି। କର୍ମଚାରୀମାନଙ୍କ ଅବସର ବୟସକୁ ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରିବାକୁ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛି। ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଏହି ଅଧ୍ୟାଦେଶକୁ ଲାଗୁ କରିଛନ୍ତି। ବରିଷ୍ଠ

ଛତିଶଗଡ : ଓଡିଶା ସବ୍ ଏରିଆର କମାଣ୍ଡର ଭାବରେ ଦାୟିତ୍ବ ଗ୍ରହଣ କଲେ ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି…

ଭୁବନେଶ୍ବର: ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି, ସେନା ପଦକ, ଛତିଶଗଡ ଏବଂ ଓଡିଶା ସବ୍ ଏରିଆ (COSA) ର କମାଣ୍ଡର ଭାବରେ ବ୍ରିଗେଡିୟର୍ ପ୍ରଶାନ୍ତ ଚୋହାନ୍, ସେନା ପଦକଙ୍କ ଠ।ରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ବିଦାୟୀ ସବ୍ ଏରିଆ କମାଣ୍ଡର ବ୍ରିଗେଡିୟର୍ ଚୋହାନ୍ ରାଜ୍ୟ ସରକାରଙ୍କ ସହ

କେ.ଏଲ୍ ରାହୁଲଙ୍କୁ ପ୍ରଶଂସା କଲେ ଗୌତମ ଗମ୍ଭୀର : ଜାଣନ୍ତୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ନିଲାମ ପାଇଁ ଯୋଜନା କ’ଣ…

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସିଜିନରେ ୮ ଟି ଦଳ ୧୦ ବଦଳରେ ଖେଳୁଥିବା ଦେଖାଯିବ। ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଏବଂ ଗୁଜୁରାଟରେ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଲକ୍ଷ୍ନୌର ପରାମର୍ଶଦାତା ଗୌତମ ଗମ୍ଭୀର ନିଲାମ ପୂର୍ବରୁ ତାଙ୍କ ଦଳ ଏବଂ

ଦେଶରେ ଆଜି ୨ ଲକ୍ଷ ତଳକୁ ଖସିଲା କରୋନା ଆକ୍ରାନ୍ତ : କିନ୍ତୁ କରୋନାଜନିତ ମୃତ୍ୟୁର ହାର ବୃଦ୍ଧି…

ନୂଆଦିଲ୍ଲୀ: ଗତକାଲି ଦେଶରେ ୨ ଲକ୍ଷ ୦୯ ହଜାର ୯୧୮ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୧ ଲକ୍ଷ ୬୭ ହଜାର ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ଆଉ ୧୧୯୨ ଜଣଙ୍କ ପ୍ରାଣହାନୀ ଘଟିଛି। ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୫୪ ହଜାର ୭୬ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ

BUDGET ୨0୨୨ : ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା, ଦେଶରେ ଖୋଲିବ ୨00ଟି ଶିକ୍ଷା ଚ୍ୟାନେଲ…

ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ଚଳିତ ଶିକ୍ଷା ବର୍ଷରେ ଦେଶରେ 200 ଟି ଶିକ୍ଷା ଚ୍ୟାନେଲ ଖୋଲାଯିବ। ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ଶିକ୍ଷା ଚ୍ୟାନେଲରେ ପାଠ ପଢାଯିବ। ପ୍ରତିଟି ବିଷୟ ପାଇଁ ସ୍ବତନ୍ତ୍ର ଚ୍ୟାନେଲ

କାର୍ଯ୍ୟରୁ ଅବସର ନେଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉଲ୍ଲେଖନୀୟ କାର୍ଯ୍ୟପାଇଁ ରହିବେ ସ୍ମରଣୀୟ…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା ଆଜି କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଜଣେ ନିର୍ଭିକ, ସ୍ପଷ୍ଟବାଦୀ ଏବଂ ସଚ୍ଚାଟ ଅଧିକାରୀ ଭାବେ ଶ୍ରୀ ଦୋରା ଜିଲ୍ଲାରେ ଛାପ ଛାଡି ଚାଲି ଯାଇଛନ୍ତି। ପୂର୍ବରୁ ବହୁ ଏସପି ଖୋର୍ଦ୍ଧାକୁ ଆସିଥିଲେ ମଧ୍ୟ ଶ୍ରୀ ଦୋରାଙ୍କ