ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ

ତିହାର ଜେଲରେ ବନ୍ଦୀ ଜୀବନ କାଟୁଥିବା ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନ ଶୁକ୍ରବାର ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛି। ରାଜନର ସାଇନସ ସମସ୍ୟା ରହିଛି। ଏହାର ଅପରେସନର ଆବଶ୍ୟକତା ଥିବା ଡାକ୍ତରୀ ଟିମ କହିଛନ୍ତି। ତେଣୁ ତାକୁ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏକଦା ଦାଉଦ

ବିଶାଳ ଦାସଙ୍କ ସହ ସମସ୍ତ ଅଟକଙ୍କୁ ତୁରନ୍ତ ଛାଡ଼: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଛତିଶଗଡ଼ର ମହାସମୁଦ ଜିଲ୍ଲାର ସରେଇପାଲି ଥାନାରେ କିର୍ମିରା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ସହ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଅଟକ ରଖାଯାଇଥିବା ଘଟଣା । ଏ ସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଆୟର୍ଲାଣ୍ଡକୁ ୬ ଓ୍ବିକେଟରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଦଳ

ରାଜକୋଟ୍ : ରାଜକୋଟରେ ଅନୁଷ୍ଠିତ ଆଇସିସି ଚାମ୍ପିଅନସିପର ଏକ ମ୍ୟାଚରେ ଭାରତୀୟ ମହିଳା ଦଳ ଆୟର୍ଲାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି । ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୩୯ ରନର ଟାର୍ଗେଟ ଦେଇଥିଲା। ଜବାବରେ ଭାରତ ୩୪.୩ ଓଭରରେ ମ୍ୟାଚ୍ ଜିତି ନେଇଥିଲା। ଭାରତ ପକ୍ଷରୁ ପ୍ରତୀକ ରାୱଲ ଓ

FAQ ମାନର ଧାନ ଆଣନ୍ତୁ, ବେଶୀ ଖରାପ ହୋଇଥିଲେ ନେଇ ହେବନି: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ୱର : ମଣ୍ଡିରେ ଧାନ ସଂଗ୍ରହ ଠିକ ଠାକ୍ ଚାଲିଛି । କିଛି ସ୍ଥାନରେ ଅସୁବିଧା ସାମନାକୁ ଆସିଛି । ଯେକୌଣସି ଧାନ ଆଣିଲେ ୩୧୦୦ ଟଙ୍କା ଦେବେ ବୋଲି ଚାଷୀଙ୍କୁ ବିଭ୍ରାନ୍ତି କରାଯାଉଛି । FAQ ମାନର ଧାନ ଆଣିବାକୁ ପଡିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ

୧୨ ତାରିଖ ଯାଏଁ ଖୋଲା ରହିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ, ମାଗଣାରେ ବୁଲିପାରିବେ ସାଧାରଣ ଲୋକ

ଭୁବନେଶ୍ଵର: ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ଜନତା ମଇଦାନରେ ଚାଲିଥିବା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ। ଆସନ୍ତା କାଲି ଅର୍ଥାତ ଶନିବାର ସକାଳ ୧୦.୦୦ ଟାରୁ ୧୨ ତାରିଖ ସନ୍ଧ୍ୟା ଯାଏଁ ଏହି ପ୍ରଦର୍ଶନୀ ଖୋଲା ରହିବ। ଏହି ସମୟ ମଧ୍ୟରେ ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀ ବୁଲି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେଇ ମାର୍ଗଦର୍ଶନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜର ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ଆପଣଙ୍କ ଗାରିମାମୟ

ଆସିଲେନି ସରପଞ୍ଚ ଓ ସମିତି ସଭ୍ୟ: କିର୍ମିରାରେ ବାତିଲ ହେଲା ଅନାସ୍ଥା ଭୋଟିଂ

ଝାରସୁଗୁଡ଼ା: କିର୍ମିରାରେ ବାତିଲ ହୋଇଛି ଅନାସ୍ଥା ଭୋଟିଂ। ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି କିର୍ମିରାରେ ୧୦ଟାରୁ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ବାତିଲ ହୋଇଛି। ଅନାସ୍ଥା ଭୋଟିଂ ପୂର୍ବରୁ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ସହ ସରପଞ୍ଚ ଏବଂ କିଛି ସମିତି

‘ଅବିଭକ୍ତ ଭାରତ’ କାର୍ଯ୍ୟକ୍ରମ ପାଇଁ ପାକିସ୍ତାନ ଓ ବାଂଲାଦେଶକୁ ନିମନ୍ତ୍ରଣ

ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଉପଲକ୍ଷେ ଆୟୋଜନ ହେବାକୁ ଯାଉଛି ‘ଅବିଭକ୍ତ ଭାରତ’ ନାଁରେ ଗୋଟିଏ ସେମିନାର। ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଭାରତ ପକ୍ଷରୁ ପାକିସ୍ତାନ ଓ ବାଂଲାଦେଶ ସମେତ ଅନ୍ୟ ପଡ଼ୋଶୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଥମଥର ପାଇଁ ଭାରତ ସରକାର ସବୁ

ନିଃସର୍ତ ର ମହାପ୍ରଭାବ ଆସିକା ଏମ.ପି.ସି.ଏସ ପେଟ୍ରୋଲ ପମ୍ପକୁ ପୁଣି ଚାଲୁ କଲା ପ୍ରଶାସନ…..!

ରାଜନୈତିକ ଆକ୍ରାସ ଶିକାର ରେ ହୋଇଥିଲା ସିଲ ..! ବ୍ରହ୍ମପୁର: ଆସିକା ସମଗ୍ର ଏସିଆ ମହାଦେଶରେ ସମବାୟ ନଗରୀ ରୂପେ ମାନ୍ୟତା ଗ୍ରହଣ କରିଥିଲା। ଆସିକା ଠାରେ ୧୯୩୯ ମସିହାରେ ବହୁମୁଖୀ ସମବାୟ ସେବା ସମିତି ପକ୍ଷରୁ ୧୯୫୭ ମସିହାରେ ଭାରତୀୟ ପେଟ୍ରୋଲ ପମ୍ପ ନିର୍ମାଣ କରାଯାଇଥିଲା। ଯେଉଁ ଦିନ

ଆଉ କିଛି ଦିନ ପରେ ଆଳୁ ଦର କମିଯିବ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ବର: ଅପେକ୍ଷା କରନ୍ତୁ, ଆଉ କିଛି ଦିନର ବ୍ୟବଧାନ ପରେ ଆଳୁ ଦର କମିଯିବ। ଏହା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ନ ଆସିବାରୁ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଉଛି। କାହିଁକି ପଶ୍ଚିମବଙ୍ଗରୁ ଆସୁନାହିଁ