ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା

କେନ୍ଦୁଝର : ପାଲା ଗାୟିକାଙ୍କୁ ପଥରରେ ଛେଚି ହତ୍ୟା । କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ବିନିଦା ଗ୍ରାମରେ ପୂର୍ବତନ ସମିତି ସଭ୍ୟା ତଥା ପାଲା ଗାୟିକା ସତ୍ୟଭାମା ସିଂହଙ୍କୁ ପଥରରେ ଛେଚି ହତ୍ୟା ।

ଘର ଠାରୁ ୩୦୦ ମିଟର ଦୂରରେ ସତ୍ୟଭାମାଙ୍କୁ ହତ୍ୟା କରାଯାଇଛି । ସକାଳେ ଘଟଣା ସ୍ଥଳରେ ପଣ୍ଡାପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସତ୍ୟଭାମା ସିଂ ପୂର୍ବରୁ ସମିତି ସଭ୍ୟା ଥିଲେ । କେହି ଦୁର୍ବୁତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିଛି |

nis-ad
Leave A Reply

Your email address will not be published.