ସାପ କାମୁଡାରେ ମହିଳା ମୃତ…

କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ମୁନୁସ ଗାଁ ପଞ୍ଚାୟତ ଅନ୍ତର୍ଗତ ବଡଚେକନା ଗ୍ରାମରେ ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ଯଶୋଦା ନାଏକ ଙ୍କ ସାପ କାମୁଡ଼ାରେ ମୃତ ଘୋଟିଛି । ରାତ୍ରି ସମୟରେ ଶୋଇଥିବା ବେଳେ ଏକ ବିଶାକ୍ତ ସାପ କାମୁଡିଥିଲା । ପରିବାର ଲୋକେ କାଶିପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଶୋବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି ।

nis-ad
Leave A Reply

Your email address will not be published.