ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ, ଡ୍ରାଇଭର ଫେରାର

କରଞ୍ଜିଆ:ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଗୋ-ଚାଲାଣ ବୃଦ୍ଧି ପାଉଛି । ଏହାକୁ ରୋକିବାକୁ ପୋଲିସ ମଧ୍ୟ ଉଦ୍ୟମ କରୁଛି । ଆଜି କରଞ୍ଜିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯  ଚଢେଇଭୋଳ ନିକଟରେ ପିକଆପ୍ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ବେଳେ ପୋଲିସ ପିଛା କରିଥିଲା ।

ଗାଡି ଜବତ ହେଇଥିବା ବେଳେ ଡାଇଭର ଫେରାର ହୋଇଯାଇଛି। କିଛି ଗୋରୁ ଜବତ ହେଇଥିବା ବେଳେ  କେବେ ଠାରୁ ଗୋରୁ ବେପାର ଚାଲିଛି ଏବଂ କିଏ କିଏ ଏଥିରେ ସଂପୃକ୍ତି ଅଛନ୍ତି ତାହା ତଦନ୍ତ ଚଳାଇଛି ପୋଲିସ ।

nis-ad
Leave A Reply

Your email address will not be published.