ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍କକ ସହରକୁ ଉଡ଼ିବ ବିମାନ, ଆଜି ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍କକ ସହରକୁ ଉଡ଼ିବ ବିମାନ । ଏଥିପାଇଁ ଆଜିଠାରୁ ଅଗ୍ରୀମ ଟିକେଟ ସେବାର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ଆସନ୍ତା ଜୁନ୍‌ ୩ ତାରିଖରୁ ଇଣ୍ଡିଗୋ ଏହି ବିମାନ ସେବା ଆରମ୍ଭ କରିବ ।

ଏହି ଆନ୍ତର୍ଜାତୀୟ ବିମାନସେବା ଓଡ଼ିଶା ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ପ୍ରାୟୋଜିତ ସେବା । ଓଡ଼ିଶାବାସୀଙ୍କୁ ସ୍ୱଳ୍ପ ମୂଲ୍ୟରେ ଏହି ବିମାନସେବା ଯୋଗାଇବା ପାଇଁ ପ୍ରାରମ୍ଭିକ ଭାବରେ ଯିବା ଓ ଆସିବା ପାଇଁ ୧୫ହଜାର ଟଙ୍କା ଟିକେଟ ମୂଲ୍ୟ ରଖାଯାଇଛି ।

nis-ad
Leave A Reply

Your email address will not be published.