ବଡ଼ବିଲରେ ଯୁବକଙ୍କୁ ଗୁଳିକରି ହତ୍ୟା

ଚମ୍ପୁଆ : ସ୍ପଷ୍ଟ ଦିବାଲୋକରେ ଗୁଳି କରି ଯୁବକଙ୍କୁ ହତ୍ୟା । ବଡ଼ବିଲ ୬ ନମ୍ବର ୱାର୍ଡ଼ରେ ଏହି ଗୁଳିକାଣ୍ଡ ହୋଇଛି । ମୃତକଙ୍କ ନାଁ ସୁନୀଲ ସିହ୍ନା । ସକାଳ ସାଢ଼େ ୮ଟା ସମୟରେ ସ୍କୁଟିରେ ଘରକୁ ଯିବାବେଳେ, ୱାର୍ଡ ନଂ ୬ ମନି ଟାୱାର ନିକଟରେ ଗୁଳିକାଣ୍ଡ ହୋଇଛି। ଘଟଣାସ୍ଥଳରୁ ଏକ ଖୋକା ମିଳିଛି । ସୁନୀଲ ବିଜେଡିର ଜଣେ ସକ୍ରିୟ କର୍ମୀ ଥିଲେ । କିଏ ଓ କାହିଁକି ସୁନୀଲଙ୍କ ଉପରେ ଗୁଳି ଚଳାଇଲା ?

ହତ୍ୟା କରିବା ପଛରେ କଣ ରହିଛି କାରଣ । ବ୍ୟକ୍ତିଗତ ନା ରାଜନୈତିକ ଶତ୍ରୁତା ? ନା ଅନ୍ୟ କୌଣସି କାରଣ ରହିଛି ? ଘଟଣାସ୍ଥଳରେ ବହବିଲ ଥାନା ଆଇଆଇସି ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

nis-ad
Leave A Reply

Your email address will not be published.