ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଓଡ଼ିଶାରେ ବି ବଢୁଛି କରୋନା ସଂକ୍ରମଣ । କିନ୍ତୁ ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତକାଲି ଅପେକ୍ଷା ସଂକ୍ରମଣ କମିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୨୦୪ ଆକ୍ରାନ୍ତ ।

ଗତକାଲି ଏହି ସଂଖ୍ୟା ଥିଲା ୨୫୮ । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍‌ ୫ହଜାର ୮୨୪ ଟେଷ୍ଟ ହୋଇଛି । ଆଉ କେହି କରୋନାରେ ପ୍ରାଣ ହରାଇ ନାହାନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯୫ ଆକ୍ରାନ୍ତ । ଏବେ ରାଜ୍ୟରେ ୧୨ଶହ ୯୫କୁ ବୃଦ୍ଧି ପାଇଛି ।

nis-ad
Leave A Reply

Your email address will not be published.