ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ସକାଳେ ମର୍ଣ୍ଣିଂ ୱାକ କରୁଥିବା ବେଳେ କିଛି ଦୁର୍ବୃତ୍ତ ଏଭଳି ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି ବୋଲି ଜଣାପଡିଛି । ଘଟଣା ଘଟିଛି କପିଳେଶ୍ଵର ଭୀମକୁଣ୍ଡ ମନ୍ଦିର ଛକରେ। ଯୁବକଙ୍କ ନାଁ ସରୋଜ ତ୍ରିପାଠୀ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

nis-ad
Leave A Reply

Your email address will not be published.