ସାଇରନ୍‌ ବାଜିବାରୁ ICICI ବ୍ୟାଙ୍କରୁ ଡାକୟତ ଉଦ୍ୟମ ବିଫଳ

ବାରଙ୍ଗ : ସାଇରନ୍‌ ବାଜିଲା, ଦୌଡ଼ି ପଳାଇଲେ ଡକାୟତ। ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ବିଫଳ। ତ୍ରିଶୁଲିଆ – ବାଙ୍କୀ ମୁଖ୍ୟ ରାସ୍ତାର ଫକୀରପଡା ନିକଟରେ ଥିବା ICICI ବ୍ୟାଙ୍କରୁ ଡାକୟତ ଉଦ୍ୟମ ବିଫଳ ହୋଇଛି।

୩ ଜଣ ଯୁବକ ଏକ ନମ୍ବର ବିହୀନ ମୋଟର ସାଇକେଲରେ ଆସି ICICI ବ୍ୟାଙ୍କ୍‌ ମଧ୍ୟରେ ପଶି ୨ଟି ବନ୍ଧୁକ ଓ ଗୋଟିଏ ଛୁରୀ ଦେଖାଇ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ଧମକାଇ ଫେରାର ହୋଇଯାଇଛନ୍ତି। ଏନେଇ ବାରଙ୍ଗ ଥାନା ପୋଲିସ ପହଁଚି ତଦନ୍ତ ଜାରି ରଖିଛି |

nis-ad
Leave A Reply

Your email address will not be published.