ସମଲିଙ୍ଗୀଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ମହିଳା SI ଗିରଫ…

ଭଦ୍ରକ: ମହିଳାଙ୍କୁ ଯୌନ ନିର୍ଯାତନା ମାମଲାରେ ମହିଳା SI ଗିରଫ। ଗିରଫ ମହିଳା ଏସଆଇ ହେଲେ ତପସ୍ୱିନୀ ମହାପାତ୍ର । ସେ ଭଦ୍ରକ ଜିଲ୍ଲା  ଚୂଡ଼ାମଣି ଥାନାରେ SI ଭାବେ କାମ କରୁଥିଲେ ।

ତପସ୍ୱିନୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ SI ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

nis-ad
Leave A Reply

Your email address will not be published.