ଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ବର: ୨୦୧୮ର ତଥ୍ୟ ଅନୁଯାୟୀ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୨୮ଟି ମହାବଳ ବାଘ ଓ ୭୬୦ଟି କଲରା ପତରିଆ ବାଘ ଅଛନ୍ତି। ଗତ ୧୦ ବର୍ଷରେ ୨୦୧୨-୧୩ରୁ ୨୦୨୧-୨୨ ଭିତରେ ୬ଟି ମହାବଳ ବାଘ ମରିଥିବା ବେଳେ ସେଥିରୁ ୩ଟି ଶିକାରୀଙ୍କ ଦ୍ଵାରା ମରିଛନ୍ତି। ସେହିପରି ୧୦ ବର୍ଷରେ ୪୯ଟି କଲରାପତରିଆ ବାଘ ମରିଥିବା ବେଳେ ୨୬ଟି ଶିକାରୀଙ୍କ ଦ୍ଵାରା ମୃତ୍ୟୁବରଣ କରିଛନ୍ତି।

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଅଣ ତାରକା ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ।

nis-ad
Leave A Reply

Your email address will not be published.