ପୁରୀ ରେଳ ଷ୍ଟେସନରେ ପୁରୀ-ଗୁଣୁପୁର ଯାତ୍ରୀବାହୀ ଟ୍ରେନ ଲାନଚ୍ୟୁତ

ପୁରୀ: ପୁରୀ ରେଳ ଷ୍ଟେସନରେ ଘଟିଛି ଅଘଟଣ । ଯାତ୍ରୀବାହୀ ଟ୍ରେନ  ହୋଇଛି ଲାଇନଚ୍ୟୁତ । ପୁରୀ-ଗୁଣୁପୁର ଯାତ୍ରୀବାହୀ ଟ୍ରେନ ଲାନଚ୍ୟୁତ  ହୋଇଛି ।

ପ୍ଲାଟଫର୍ମ ନମ୍ବର-୧ରେ ଟ୍ରାକରୁ ଖସି ଯିବାରୁ ସାଇଡ ହୋଇ ରହିଯାଇଛି ପାସେଞ୍ଜର ଟ୍ରେନ ।  ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାଯାଇଛି  ।

nis-ad
Leave A Reply

Your email address will not be published.