ସ୍କୁଲ ପିଲାଙ୍କୁ ଡ୍ରାଇଭ୍ ମନା

ଭୁବନେଶ୍ୱର: ବେଆଇନ ଗାଡି ଚଳାିଥିବା ସ୍କୁଲ ପିଲାଙ୍କୁ ଜବତ ପାଇଁ ପଦକ୍ଷେପ । କାଲିଠୁ ଏପ୍ରିଲ ପ୍ରଥମ ସପ୍ତାହ ଶେଷ ପର୍ଯ୍ୟନ୍ତ ସ୍ପେଶାଲ ଡ୍ରାଇଭ । ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନଙ୍କ ସୂଚନା ।

ବିନା ଲାଇସେନ୍ସରେ ଡାଇଭ୍ କରୁଥିଲେ ୨୫ ହଜାର ଜରିମାନା ଦାବି ହୋଇଛି । ପିଲା ଧରାପଡିଲେ ବାଇକ୍ ମାଲିକଙ୍କୁ କୋର୍ଟ ଚାଲାଣ କରାଯିବ । ବିଶେଷ କରି ସ୍କୁଲ ଆଖପାଖରେ ଯାଞ୍ଚ କଡାକଡି ହେବ ।

nis-ad
Leave A Reply

Your email address will not be published.