ମୁଖ୍ୟମନ୍ତ୍ରୀଙ୍କ ଛତ୍ରପୁର ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଲେ ବିଜେପି କର୍ମୀ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଛତ୍ରପୁର ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଲେ ବିଜେପି କର୍ମୀ । ଛତ୍ରପୁର ଅପର ବସ୍ ଷ୍ଟାଣ୍ଡରେ ବିଜେପିର ଯୁବମୋର୍ଚ୍ଚା କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଛତ୍ରପୁର ଗସ୍ତକୁ ବିରୋଧ କରି କଳାପତାକା ଦେଖାଇଛନ୍ତି । ଏହି ସମୟରେ ତାଙ୍କୁ ଅଟକ ରଖିଥିଲା ଗଞ୍ଜାମ ପୋଲିସ ।

nis-ad
Leave A Reply

Your email address will not be published.