ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ…

ହିଞ୍ଜିଳିକାଟୁ (୨୨।୩) : ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ହିଞ୍ଜିଳି ପୁଲିସ୍‌ ଥାନା ଅଧୀନ ବଳରାମ ସାହୁ (୨୧)କୁ ଗିରଫ କରିଛି। ପୁଲିସ୍ ନାବାଳିକାର ଡାକ୍ତରୀମାଇନା କରାଇବା ସହ ଏନେଇ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି।
। ତେବେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଘର ନିକଟ ପଡ଼ିଆକୁ ନେଇ ଦୁଷ୍କର୍ମ କରିଥିଲା। ନାବାଳିକା ପାଟି କରିବାରୁ ତାକୁ ଧମକଚମକ ଦେଇଥିଲା। । ଏ ସଂପର୍କରେ ନାବାଳିକାର ପରିବାରଲୋକ ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ୧୭୯।୨୩ ରେଏକ ମାମଲା ରୁଜୁ କରି ବଳରାମ କୁ କୋର୍ଟଚାଲାଣ କରିଛି।

nis-ad
Leave A Reply

Your email address will not be published.