ଓଡ଼ିଶା-ଆନ୍ଧ୍ର ସୀମାରେ ବ୍ୟାପକ ମାଓ ସାମଗ୍ରୀ ଜବତ…

କୋରାପୁଟ: ବ୍ୟାପକ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି କୋରାପୁଟ ପୁଲିସ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି କୋରାପୁଟ ଏସ୍‌ପିଙ୍କ ନିର୍ଦେଶ କ୍ରମେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରୁ ଏହି ମାଓ ସାମଗ୍ରୀ ଜବତ ହୋଇଛି।

ସର୍ଚ୍ଚ ଅପରେସନରେ ଡିଭିଏଫ୍‌ ଯବାନ ଓ ବୋମା ନିଷ୍କ୍ରିୟକାରୀ ଟିମ୍‌ର ସଦସ୍ୟମାନେ ସାମିଲ ଥିଲେ। ସେମାନଙ୍କର ମିଳିତ ଅପରେସନ ଦ୍ୱାରା ୫ ବଣ୍ଡଲ ତାର, ୧୫ଟି ୱାକିଟକି, ୧୦୦ଟି ଡେଟନେଟର, ୩ଟି ଷ୍ଟିଲ କଣ୍ଟେନର ଜବତ ହୋଇଛି ।

nis-ad
Leave A Reply

Your email address will not be published.