ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସାରପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି ପ୍ରସଙ୍ଗ । ଅବସରପ୍ରାପ୍ତ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ଶ୍ୱନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରିର୍ଟାୟଡ ଅଫିସରଙ୍କ କ୍ଲବ ପାଲଟିଛି । ଏହା କଣ ମୋ ସରକାର ୫ଟି? ଏହା କଣ ବିଚାର ଧାରା? ରାଜ୍ୟରେ ମିଳୁନଥିବା ବେଳେ ଅବସରପ୍ରାପ୍ତଙ୍କୁ ଥଇତାନ ମିଳୁଛି । ଏନେଇ ଗୃହରେ ସରକାର ବିବୃତି ରଖିବାକୁ ଦାବି କଲେ ଜୟନାରାୟଣ ମିଶ୍ର ।