ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବାକୁ ଏସ୍‌ଏଚଜିଙ୍କ ସହାୟତା ନିଆଯାଇଛି : ପ୍ରଦୀପ ଅମାତ

ଭୁବନେଶ୍ୱର: ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବାକୁ ଏସ୍‌ଏଚଜିଙ୍କ ସହାୟତା ନିଆଯାଇଛି । ବିଧାନସଭାରେ ପ୍ରଶ୍ନକାଳରେ ଉତ୍ତର ଦେଲେ ଜଙ୍ଗଳ ମନ୍ତ୍ରୀ ପ୍ରଦୀପ ଅମାତ । ଧାନ କାଟିଲା ପରେ ବଳକା ଅଂଶରେ ଚାଷୀଚ ନିଆଁ ଲଗାଇ ଦେଉଛି । ଯେଉଁଥି ପାଇଁ ସାଟେଲାଇଟରେ ଅଧିକ ନିଆଁ ଲାଗିଥିବା ଆସୁଛି ।

ଯେତିକି ଅଞ୍ଚଳରେ ନିଆଁ ଲାଗିଛି,ତାର ୯୮ ପ୍ରତିଶତରେ ପଂହଞ୍ଚୁଛୁ । ବିଭାଗ୍ନି ନିୟନ୍ତ୍ରଣ ପାଇଁ ଏସ୍‌ଏଚଜି ବନ ସୁରକ୍ଷା ସମିତିରେ ସହଯୋଗ ନିଆଯାଉଛି । ଆଧୁନିକ ପ୍ରଣାଳୀରେ ନିଆଁକୁ ଆୟତ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ ।

nis-ad
Leave A Reply

Your email address will not be published.