ଭୁବନେଶ୍ୱର: ମାଟ୍ରିକ ପରିକ୍ଷାରେ ପିଲା ଅନୁପସ୍ଥିତ ନେଇ ଜୟନାରାୟଣଙ୍କ ଉଦବେଗ । ଶୂନ୍ୟକାଳରେ ପ୍ରଶ୍ନ ଉଠାିବା ସହ ମନ୍ତ୍ରୀଙ୍କ ଉତ୍ତର ଦାବି କଲେ ଜୟନାରାୟଣ ମିଶ୍ର । ମାଟ୍ରିକ ପରିକ୍ଷାରେ ୧୫ହଜାରରୁ ଅଧିକ ପିଲା ଅନୁପସ୍ଥିତ । ଡ୍ରପଆଉଟ ରେସିଓରେ ସାରା ଭାରତରେ ଓଡିଶା ହେଉଛି ୧ନମ୍ବର ।
ମନ୍ତ୍ରୀ ସ୍କୁଲ ପରିଦର୍ଶନ ନାଁରେ ଯାଇ ପିଲାଙ୍କ ସହ ଫଟୋ ଉଠାଉଛନ୍ତି । ଏହା ଦ୍ୱାରା ପିଲାଙ୍କ ସ୍ଥିରତା ଉପରେ ପ୍ରଭାବ ପଡୁନାହିଁ କି? ଅନେକ ସ୍କୁଲରେ ଶିକ୍ଷକ ନାହାନ୍ତି,ପିଲା ଅଠାରୁ କ୍ଷ ପର୍ଯ୍ୟନ୍ତ ଜାଣିନାହାନ୍ତି, ଏହା କଣ ୫ଟି ବୋଲି ପ୍ରଶ୍ନ ଉଠାଇ ଉତ୍ତର ଦାବି କଲେ ଜୟନାରାୟଣ ମିଶ୍ର ।