ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମକୁ ବାରଣ କଥା ଜାଣିନି ବିଭାଗ । ସୂଚନା ଓ ଲୋକସମ୍ପର୍କ ବିଭାଗ ଜାଣିନଥିବା କହିଲେ ବିଭାଗୀୟ ମନ୍ତ୍ରୀ । ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଉତ୍ତର ।
ମୁଖ୍ୟମନ୍ତ୍ରୀଙ୍କ କାଯ୍ୟକ୍ରମକୁ ସାମ୍ବାଦିକଙ୍କୁ ବାରଣ ତଥାୁ ଆଇ ଆଣ୍ଡ ପିଆର୍ ବିଭାଗ ଅବଗତ ନାହିଁ । ସରକାରୀ କାଯ୍ୟକ୍ରମକୁ ମିଡିଆ ନିମନ୍ତ୍ରଣ ଆୟୋଜନ ବିଭାଗ ଦେଇଥାନ୍ତି ବୋଲି ଉଲ୍ଲେଖ କରିଛନ୍ତି ।