ପୁଣି ଫେରିବ ପଶ୍ଚିମା ଝଡ଼, ୧୫ରୁ ପୁଣି ବର୍ଷା…

ଭୁବନେଶ୍ୱର : ୧୫ରୁ ପୁଣି ବର୍ଷା ସମ୍ଭାବନା । ପୁଣି ଫେରିବ ପଶ୍ଚିମା ଝଡ଼ । ୧୫ରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ଆକାଶ ମେଘୁଆ ରହିବ । ବର୍ଷା ହେବ ଓ ତାପମାତ୍ରା କମିବ ।

ଆକଳନ କରାଯାଉଛି, ରାଜ୍ୟରେ ୧୫ ତାରିଖରେ ମେଘୁଆ ପାଗ ରହିବା ସହ ୧୬ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୮ ଓ ୧୯ ତାରିଖରେ ବର୍ଷାର ମାତ୍ରା ଅଧିକ ରହିବ । ଆଜିଠୁ ତାପମାତ୍ରା ବଢ଼ିବ । ୧୫ ତାରିଖ ବେଳକୁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଫଳରେ ପାଣିପାଗରେ ପରିବର୍ତ୍ତନ ହୋଇପାରେ ।

nis-ad
Leave A Reply

Your email address will not be published.