ବିଶ୍ଵ ମହିଳାଦିବସ ଉପଲକ୍ଷେ ରାଉରକେଲା ବିଜୁ ମହିଳାଦଳ ତରଫରୁ ପ୍ରସ୍ତୁତି ବୈଠକ…

ରାଉରକେଲା : ଆଜି ବିଜେଡି କାର୍ଜ୍ୟଳୟ ଠାରେ,ରାଉରକେଲା ବିଜୁ ମହିଳା ଜନତାଦଳର ସଭାନେତ୍ରୀ ଜ୍ୟୋତ୍ସ୍ନା ନାୟକଙ୍କ ସଭାପତିତ୍ଵରେ ବିଶ୍ବମହିଳା ଦିବଶ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଭାବେ ଜନପ୍ରିୟ ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଦୋଳ ପୁର୍ଣିମା ଓ ହୋଲିର ଶୁଭକ।ମନ। ଦେବସହିତ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମହିଳା ସଶକ୍ତିକରଣ ତଥା ଆତ୍ମନିର୍ଭର୍ଶୀଳ ଉପରେ ଆଲୋକପାତ କରି ଆଗାମୀ ୧୨ ତାରିଖରେ ହେବାକୁ ଥିବା ବିଶ୍ବମହିଳା ଦିବସକୁ ଏକ ଭିର୍ଣ ଢଙ୍ଗରେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । କର୍ଜ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ବିଜୁ ମହିଳା ଉପସଭାପତି ତଥା ପୂର୍ବତନ ପୌରଧକ୍ଷା ରଶ୍ମିବାଲା ମିଶ୍ର, ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ଆରତି ଚୌଧୁରୀ,ସମ୍ବଲପୁର ଜୋନ ମହିଳା କ।ର୍ଜକାରୀ ସଭାପତି ସନ୍ଧ୍ଯା ଲାକ୍ରା,ଜିଲା ସାଧାରଣ ସମ୍ପାଦିକା ଛବି ମହାନ୍ତିଙ୍କୁ ଏକ କମିଟି ଗଠନ କରାଯାଇ ମହିଳା ଦିବସ ପାଳନର ସମୁର୍ଣ ଦାଇତ୍ଵ ଦିଆଯାଇଥିଲା । ଏହାସହିତ ଜିଲା ଉପସଭାପତି ତଥା ମୁଖପାତ୍ର ଜୟନ୍ତ କୁମାର ମିଶ୍ରଙ୍କ ପରାମର୍ଶ ନେବାପାଇଁ କମିଟି ନିସ୍ପତି କରିଥିଲା । ନଗର ସଭାପତି ଗଗନ ପଣ୍ଡା ସବୁ ଭଉଣୀ ମାନଙ୍କୁ ଶୁଭେଛା ଜଣାଇଥିଲେ । କାର୍ଜ୍ୟକ୍ରମରେ ସୁନନ୍ଦା ସେନାପତି, କଲ୍ୟାଣୀ ଲେଙ୍କା, ବିଚିତ୍ରା ବାରିକ, ଜ୍ୟୋତ୍ସ୍ନା କିଷାନ, ଆନିତା କିଷାନ,ସିତା ପ୍ରଧାନ,ସରୋଜିନୀ ନାୟକ, ମାନସୀ ସରକାର,ସଞ୍ଜୁଳତା ଦାସ,ମାୟାରଣୀ ପାତ୍ର,ଶେଫାଳି ରାଉତ,ସଂଗୀତା ମିଶ୍ର,ଲକ୍ଷ୍ମୀ ସିଂହ,ମାନରୋମା ନନ୍ଦୀ, ରୀତା ସମାଲ,ସୁନିତା ବେରା, ସୋନିଆ ଓର।ମ, ଜାହିଦା ଖାତୁନ, ଖୁସଲାମ। ଖାତୁନ, ଆକି କୌର, ଅନୁପମା ପରିଡା, ପଦ୍ମା ରାଓ, ତୃପ୍ତିବ।ଳ। ସ୍ଵାଇଁ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ପରସ୍ପର ହୋଲିଖେଳ କରି ବୈଠକ ସମାପ୍ତ ହୋଇଥିଲା ।

nis-ad
Leave A Reply

Your email address will not be published.