ଗୁଣପୁର : ପୁଟାସିଂ ଥାନା କୁଲୁସିଂ ପଞ୍ଚାୟତର ଗୁଡି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୁଅର ଗୁଳି ମାଡରେ ବାପାଙ୍କର ହୋଇଛି ମୃତ୍ୟୁ ।
ଗୁଳିକାଣ୍ଡ ପାରିବାରିକ କଳହକୁ ନେଇ ହୋଇଥିବା ସୁଚନା ମିଳିଛି। ପୁଅ ଗୁଳିରେ ବାପର ମୃତ୍ୟ ହୋଇଥିବା ପୋଲିସ୍ ସୂଚନା ଦେଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି ।