ଦିଲ୍ଲୀ ବିଜୟକୁ ଏକାଠି ପାଳିଲେ ୮୩ ବିଶ୍ବକପ୍‌ ହିରୋ

ନୂଆଦିଲ୍ଲୀ: ଦିଲ୍ଲୀ ଟେଷ୍ଟକୁ ଭାରତ ମାତ୍ର ଅଢେଇ ଦିନରେ ଜିତି ନେଇଥିଲା। ଆଉ ଏହି ବିଜୟ ବଳରେ ୪ ମ୍ୟାଚ୍‌ ଶୃଙ୍ଖଳା‌ରେ ୨-୦ର ଅଗ୍ରଣୀ ପାଇଥିବା ଭାରତ ମଧ୍ୟ ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖଥିଲା। ଦ୍ବିତୀୟ ଟେଷ୍ଟ୍‌ ସମୟରେ ଭାଷ୍ୟକାର ଭୂମିକାରେ ରହିଥିବା ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ୧୯୮୩ ବିଶ୍ବକପ୍‌ ସମୟର ସାଥୀଙ୍କ ସହିତ ଏହି ବିଜୟକୁ ପାଳନ କରିବାକୁ ଯୋଜନା କରିଥିଲେ। ୧୯୮୩ ବିଶ୍ବ ବିଜେତା ଅଧିନାୟକ କପିଳ ଦେବଙ୍କ ବାସଭବନରେ ହୋଇଥିବା ମିଳିତ ରାତ୍ରିଭୋଜନରେ ଏହି ତିନିଜଣଙ୍କ ସହ ମଦନ ଲାଲ୍‌, କିର୍ତ୍ତି ଆଜାଦ୍‌ ଓ ସୁନୀଲ ଭାଲସନ୍‌ ଯୋଗଦେଇଥିବା ଗାଭାସ୍କର ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରିଥିବା ଦେଖାଯାଇଥିଲା।

nis-ad
Leave A Reply

Your email address will not be published.