ଫୁଲବାଣୀ :- ଫୁଲବାଣୀ ନାରାୟଣୀ କଲ୍ୟାଣ ମଣ୍ଡପ ଠାରେ ଏକ ଆୟୁର୍ବେଦିକ ଆୱାରନେସ ପ୍ରୋଗ୍ରାମ ଆୟୋଜନ କରା ଯାଇଥିଲା l ଜିଲ୍ଲା ବରିଷ୍ଠ ନାଗରିକ ସଂଘକୁ ନେଇ ସମ୍ମାନିତ ଅତିଥି ପି. କେ. ମଣ୍ଡଳ, ନବୀନ କିଶୋର ପଣ୍ଡା, ବି. ନ. ପାଣିଗ୍ରାହୀ ଉପସ୍ଥିତ ଥିଲେ | ଏହି ପ୍ରୋଗ୍ରାମ ପ୍ରଧାନ ମଡ଼ର୍ଣ୍ଣ ୟୁର୍ବେଦିକ ଷ୍ଟୋରେ ଦ୍ଵାରା ନିୟୋଜିତ କରାଯାଇଥିଲା ପ୍ରେମନାଥ ପ୍ରଧାନ ଓ ତାଙ୍କ ପୁତ୍ର ପରାଶର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜନ କରା ଯାଇଥିଲା l
ମୁଖ୍ୟ ଅଥିତି ଡେଲଟାସ ଫାର୍ମାର ଓଡିଶା ଷ୍ଟେଟ ପ୍ରମୋଟର ମନୋଜ ପ୍ରଧାନ ବ୍ରହ୍ମପୁରରୁ ଆସି ଆୟୁର୍ବେଦ ବ୍ୟବହାର କଲେ କଣ ସବୁ ଫାଇଦା ଆମକୁ ଜଣେଇଥିଲେ ଓ ତା ସହ ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ି ଅନାଲିଏସର ମେସିନରେ ଟେଷ୍ଟିଙ୍ଗ କରା ଯାଇଥିଲା ଯାହାର ମୂଲ୍ୟ ଅନ୍ୟ ବ୍ୟକ୍ତି ପାଈଁ ୨୦୦ କିନ୍ତୁ ବରିଷ୍ଠ ନାଗରିକଙ୍କ ପାଇଁ ମାତ୍ର ୧୦୦ ଟଙ୍କାରେ ଚେକଅପ୍ କରା ଯାଇଥିଲା ଏବଂ ମେଡିସିନେ ବି ୦ ରୁ ୪୦% ଡ଼ିସକାଉଣ୍ଟରେ ବିତରଣ କରା ଯାଇଥିଲା l
Sign in
Sign in
Recover your password.
A password will be e-mailed to you.