ବ୍ରହ୍ମପୁର: ଭଞ୍ଜନଗର ପିଇଓ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଆତ୍ମହତ୍ୟା। ଚଳିତ ମାସ ୧ ତାରିଖରେ ଭଞ୍ଜନଗର ବ୍ଲକ ପରିସରରେ ବିଷ ପିଇଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି ।
ଦୀର୍ଘ ୧୨ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ତଦନ୍ତ ଜାରୀ ।