ଡ. ଦିନଦୟାଲ ଉପାଧ୍ୟୟଙ୍କ ୫୫ତମ ବଳିଦାନ ଦିବସ ପାଳିତ…

ବ୍ରହ୍ମପୁର : ଡ. ଦିନଦୟାଲ ଉପାଧ୍ୟୟ ଙ୍କ ୫୫ତମ ବଳିଦାନ ଦିବସ କୋର୍ଟପେଟା ଜଗନ୍ନାଥ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ପାଳନ କରାଯାଇଥିଲ l ଏହି ଅବସରରେ ଯିବନି ଉପରେ ଆଲୋଚନା କରାଯଇଥିଲା l ଆକ୍ଟମକ ମାନବବାଦ ଚିନ୍ତାଧାରା ରେ ଭାରତୀୟ ଜନତା ପାର୍ଟି ସରକାର ଚାଲିଛି ଯାହା କି ସବକା ସାର୍ଥ ସବକା ବିଶ୍ୱାସ ସବକା ବିକାଶ ସବକା ପ୍ରୟାସ ଏହି ଚିନ୍ତା ଧାରା ରେ ଚାଲିଛି l
ଡ. ଉପାଧ୍ୟୟ ହତିଆ କରା ଯାଇଥିଲା ଆଜି ପର୍ଯ୍ୟନ୍ତ ଏହା ରହସ୍ୟ ମୟ ହଇ ରହିଛି ଏହି ବଳି ଦାନ ଦିବସକୁ ଭାରତୀୟ ଜନତା ପାର୍ଟି ପାଳନ କରୁଛି ଓ ଆଜି ସମଗ୍ର ଭାରତ ବର୍ଷ ରେ ପ୍ରତେକ ବିଜେପି କର୍ମୀ ସମର୍ପଣ ଦିବସ ପାଳନ କରୁଛନ୍ତି l
ଆଜି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର, ଡ.ସୁଭାଷ ସାହୁ, ସମୀର କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, କମା ପୁଲି ମଣ୍ଡଳ ର ସାଧାରଣ ସମ୍ପାଦକ ଗୋବିନ୍ଦ ସାହୁ,ଅଶୋକ ନିମେଇ,ବଙ୍କା ନିଧି ସେଠି,ଏସି ମଞ୍ଚା,dr ପ୍ରଫୁଲ ପାଣିଗ୍ରାହୀ,କୁନା ସେଠି,ପଶୁରାମ ସେଠି,କିଷ୍ଣl କାନ୍ତ ଆଚାର୍ଯ୍ୟ, ସନ୍ତୋଷ ପାତ୍ର, ଆର ପବନ କୁମାର, କେ ସୁବୁଧୁ,ସୁରେନ୍ଦ୍ର ସାହୁ, ହରି ପଣ୍ଡା ବିଜୟ ସାହୁ ସନ୍ତୋଷ ମିଶ୍ର, ରାଜକିଶୋର ପାତ୍ରପୁଷ୍ପ ମାଳ ଦେଇ ଦୀପ ପଜରଣ କରାଯଇଥିଲା l

nis-ad
Leave A Reply

Your email address will not be published.