ନବ ଦାସ ହତ୍ୟା ମାମଲା: ଗୋପାଳର ଚାଲିଛି ଏଲବିଏ ଟେଷ୍ଟ…

ଝାରସୁଗୁଡା: ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳର ଚାଲିଛି ଏଲଭିଏ ଟେଷ୍ଟ । ଏଲଭିଏ ଟେଷ୍ଟ ସହ ସାଇକୋଲଜିକାଲ ଆସେସମେଣ୍ଟଟେଷ୍ଟ ମଧ୍ୟ ଚାଲିଛି । ସିଏଫଏସଲ ଡାଇରେକ୍ଟର ଆଶା ଶ୍ରୀବାସ୍ତବ ନିଜେ ଏହି ପରୀକ୍ଷା କରାଉଛନ୍ତି । ଗୋପାଳ କ୍ରାଇମବ୍ରାଞ୍ଚକୁ ଦେଉଥିବା ବୟାନ ଆଧାରରେ ଏଲଭିଏ ଟେଷ୍ଟ ଚାଲୁଥିବାର ସୂଚନା ।

ଗୋପାଳର ବୟାନରେ କେତେ ସତ୍ୟତା ରହିଛି ତାହା ଜାଣିବାକୁ ଉଦ୍ୟମ ଜାରି ରହିଛି । ସ୍ୱତନ୍ତ୍ର ମେଡିକାଲ ଟିମ୍ ମାନସିକ ସ୍ଥିତି ଅନୁଧ୍ୟାନ କରି ଦେବେ ବୋଲି ସୂଚନା ଜାରି । ଏନଆଇଏମଏଚଏନସରେ ଏକ ବିଶେଷଜ୍ଞ ଟିମ୍ ଗୋପାଳର ମାନସିକ ସ୍ଥିତି ପାରକ୍ଷା କରିବ ।

nis-ad
Leave A Reply

Your email address will not be published.