ମୁଖ୍ୟମନ୍ତ୍ରୀ ନିରବ କାହିଁକି: ଶରତ ପଟ୍ଟନାୟକ…

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ଟାର୍ଗେଟ । ଘଟଣାରେ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ପ୍ରଶ୍ନ କଲେ ଶରତ ପଟ୍ଟନାୟକ । କ୍ରାଇମ ବ୍ରାଞ୍ଚ ଉପରେ କାହାର ଭରସା ନାହିଁ । ସିଟିଂ ଜଜଙ୍କ ତତ୍ତ୍ୱାବଧାନ କିମ୍ବା ସିବିଅ୍ଧବ ତଦନ୍ତ ହେଲେ ଘଟଣା କଣ ଜଣାପଡିବ ।

ପ୍ରଭୁ ଜଗନ୍ନାଥଙ୍କ ଉପରେ ସବୁ ଛାଡିଦେଲେ ଚଳିବନି । ନବଙ୍କ ହତ୍ୟା ପଛରେ ବିରାଟ ଷଡୟନ୍ତ୍ର ରହିଛି । ପାଇଖାନା ଟାଙ୍କିରୁ ନଷ୍ଟ ହୋଇଥିବା ଚିଠି ବାହାରିବା ଗପ ଭଳି ଲାଗୁଛି । ହତ୍ୟା ଘଟଣାରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଲେ ଶରତ ପଟ୍ଟନାୟକ ।

nis-ad
Leave A Reply

Your email address will not be published.