ଲୋକସଭାରେ ଆଗତ ହେଲା ୪୫ ଲକ୍ଷ କୋଟି ଟଙ୍କାର ସାଧାରଣ ବଜେଟ୍…

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ ସାଧାରଣ ବଜେଟ୍ ୨୦୨୩-୨୪ ଆଗତ କରିଛନ୍ତି । ଏହି ବଜେଟର ଆକାର ୪୫ ଲକ୍ଷ କୋଟି ଟଙ୍କା ରହିଛି । ୨୦୨୨-୨୩ର ବଜେଟ୍ ଅଟକଳ ଅନୁସାରେ ଏହା ୩୯ ଲକ୍ଷ କୋଟି ଥିଲା । ତେବେ ସଂଶୋଧିତ ଅଟକଳ ଅନୁସାରେ ଏହା ୪୧ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା ।
ସରକାର ୨୦୨୩-୨୪ରେ ମୋଟ ୪୫ ଲକ୍ଷ ୧୪ ହଜାର ୮୮୪ କୋଟି ଟଙ୍କା ଆୟ କରିବାକୁ ଅଟକଳ କରିଛନ୍ତି । ଏହା ମଧ୍ୟରୁ ରାଜସ୍ବ ପ୍ରାପ୍ତି ପ୍ରାୟ ୨୬ ଲକ୍ଷ ୩୨ ହଜାର କୋଟି ରହିବ । ନୂଆ ଆର୍ଥିକ ବର୍ଷରେ ସରକାର ପ୍ରାୟ ୧୫ ଲକ୍ଷ ୪୫ ହଜାର କୋଟି ଟଙ୍କାର ଋଣ କରିବେ । ଅନ୍ୟପକ୍ଷରେ ବଜେଟରେ ମୋଟ ୪୫ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଆର୍ଥିକ ବର୍ଷରେ ଆର୍ଥିକ ନିଅଣ୍ଟକୁ ଜିଡିପିର ୫.୯ ପ୍ରତିଶତକୁ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି, ଯାହାକି ଚଳିତ ଆର୍ଥିକ ବର୍ଷରେ ୬.୪ ପ୍ରତିଶତ ଥିଲା ।

କାହା ପାଇଁ କେତେ ବ୍ୟୟବରାଦ (କୋଟିରେ)

୧- କୃଷି ମନ୍ତ୍ରଣାଳୟ- ୧,୨୫,୦୩୫.୭୯

୨- ଆଟୋମିକ ଶକ୍ତି- ୨୫,୦୭୮.୪୯

୩- ଆୟୁଷ ମନ୍ତ୍ରଣାଳୟ- ୩୬୪୭.୫୦

୪- କେମିକାଲ ଓ ଫର୍ଟିଲାଇଜର – ୧,୭୮,୪୮୧.୯୯

୫- ବେସାମରିକ ବିମାନ ଚଳାଚଳ- ୩,୧୧୩.୩୬

୬- କୋଇଲା ମନ୍ତ୍ରଣାଳୟ – ୧୯୨.୩୨

୭- କର୍ମସ ଓ ଇଣ୍ଡଷ୍ଟ୍ରୀ – ୧,୩୪୫୫.୨୧

୭- ଯୋଗାଯୋଗ ମନ୍ତ୍ରଣାଳୟ – ୧୨୩୩୯୩.୦୫

୮- ଖାଉଟି ବ୍ୟାପର, ଖାଦ୍ୟ ଓ ସାଧାରଣ ବଣ୍ଟନ- ୨୦୫୭୬୪.୬୦

୯- କୋପରେସନ ମନ୍ତ୍ରଣାଳ- ୧୧୫୦.୩୮

୧୦- କର୍ପୋରେଟ ବ୍ୟାପର – ୭୫୬.୧୯

୧୧- ସଂସ୍କୃତି ମନ୍ତ୍ରଣାଳୟ- ୩୩୯୯.୬୫

୧୨- ପ୍ରତିରକ୍ଷା ମନ୍ତ୍ରଣାଳୟ – ୫୯୩୫୩୭.୬୪

୧୩- ଉତ୍ତରପୂର୍ବ ରିଜନର ବିକାଶ- ୫୮୯୨.୦୦

୧୪- ଭୂବିଜ୍ଞାନ – ୩୩୧୯.୮୮

୧୫- ଶିକ୍ଷା ମନ୍ତ୍ରଣାଳୟ- ୧୧୨୮୯୯.୪୭

୧୬- ଆଇଟି ମନ୍ତ୍ରଣାଳୟ – ୧୬୫୪୯.୦୪

୧୭- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ – ୩୦୭୯.୪୦

୧୮- ବୈଦେଶିକ ବ୍ୟାପାର- ୧୮୦୫୦.୦୦

୧୯- ଅର୍ଥ ମନ୍ତ୍ରଣାଳୟ – ୧୬୮୯୭୧୯.୧୭

୨୦- ମତ୍ସ୍ୟଚାଷ, ପଶୁ ସମ୍ପଦ ଓ ଗୋପାଳନ- ୬୫୭୬.୬୨

୨୧- ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ- ୩୨୮୭.୬୫

୨୨- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ- ୮୯୧୫୫.୦୦

୨୩- ଭାରୀ ଶିଳ୍ପ ମନ୍ତ୍ରଣାଳୟ- ୬୧୭୧.୬୩

୨୪- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ- ୧୯୬୦୩୪.୯୪

୨୫ – ଗୃହ ଓ ନଗର ଉନ୍ନୟନ- ୭୬,୪୩୧.୬୦

୨୬- ସୂଚନା ଓ ପ୍ରସାରଣ- ୪୬୯୨.୦୦

୨୭ – ଜଲଶକ୍ତି ମିଶନ- ୯୭୨୭୭.୬୭

୨୮- ଶ୍ରମ ଓ ନିଯୁକ୍ତି- ୧୩୨୨୧.୭୩

୨୯- ଆଇନ ଓ ନ୍ୟାୟ – ୪୭୫୨.୫୮

୩୦- ଏମଏସ୍‌ଏମଇ- ୨୨,୧୩୭.୯୫

୩୧- ଖଣି ମନ୍ତ୍ରଣାଳୟ- ୧୯୧୧.୬୦

୩୨- ସଂଖ୍ୟାଲଖୁ ବ୍ୟାପାର – ୩୦୯୭.୬୦

୩୩-ନବୀକରଣ ଯୋଗ୍ୟ ଶକ୍ତି- ୧୦୨୨୨.୦୦

୩୪- ପଞ୍ଚାୟତି ରାଜ – ୧୦୧୬.୪୨

୩୫- ସଂସଦୀୟ ବ୍ୟାପାର- ୬୩.୦୦

୩୬- କାର୍ମିକ, ଅଭିଯୋଗ ଓ ପେନସନ- ୨୨୫୨.୨୦

୩୭- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ- ୪୧୦୦୭.୭୨

୩୮- ଯୋଜନା ମନ୍ତ୍ରଣାଳୟ- ୮୨୪.୩୯

୩୯- ପୋର୍ଟ, ଶିପିଂ ଓ ୱାଟରୱେଜ୍‌- ୨୨୧୮.୭୪

୪୦- ଶକ୍ତି ମନ୍ତ୍ରଣାଳୟ- ୨୦୬୭୧.୩୨

୪୧- ରାଷ୍ଟ୍ରପତି, ସଂସଦ-୧୭୮୫.୮୬

୪୨- ସଡ଼କ ପରିବହନ- ୨୭,୦୪,୩୪.୭୧

୪୩-ରେଳ ମନ୍ତ୍ରଣାଳୟ- ୨୪୧୨୬୭.୫୧

୪୪-ଗ୍ରାମୀଣ ବିକାଶ- ୧୫୯୯୬୪.୨୩

୪୫- ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ-୧୬୩୬୧.୪୨

୪୬- ଦକ୍ଷତା ବିକାଶ ଓ ଉଦ୍ୟୋଗ-୩୫୧୭.୩୧

୪୭- ସମାଜିକ ନ୍ୟାୟ ଓ ସଶକ୍ତିକରଣ- ୧୪୦୭୨.୧୭

୪୮- ମହାକାଶ- ୧୨୫୪୩.୯୧

୪୯- ପରିସଂଖ୍ୟନ ଓ କାର୍ଯ୍ୟକ୍ରମ- ୫୪୪୩.୪୦

୫୦- ଷ୍ଟିଲ ମନ୍ତ୍ରଣାଳୟ- ୭୦.୧୫

୫୧- ବୟନଶିଳ୍ପ-୪୩୮୯.୩୪

୫୨- ପର୍ଯ୍ୟଟନ- ୨୪୦୦.୦୦

୫୩- ଆଦିବାସୀ ବ୍ୟାପାର-୧୨୪୬୧.୮୮

୫୪- ମହିଳା ଓ ଶିଶୁ ବିକାଶ- ୨୫୪୪୮.୭୫

୫୫-ଯୁବ ବ୍ୟାପାର ଓ କ୍ରୀଡ଼ା- ୩୩୯୭.୩୨

nis-ad
Leave A Reply

Your email address will not be published.