ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ବିବାଦ ସମାଧାନ…

ଭୁବନେଶ୍ୱର: ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ଘଟଣାରେ ଟ୍ୱିଷ୍ଟ ଦେଖାଦେଇଛି । ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି କହିଲେ ହ୍ୟୁମାନ ।

ଏଣିକି ସେମାନେ ଏକାଠି ରହିବେ ବୋଲି କହିଲେ ହ୍ୟୁମାନଙ୍କ ମାଆ । ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିବା କହିଲେ ଏସିପି । କିଛି ଦିନ ପରେ ଶ୍ରୀୟା ହ୍ୟୁମାନଙ୍କ ଘରକୁ ଆସିବେ କହିଲେ ଏସିପି । ମହିଳା ଥାନାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରିବାର ସହ ହାଜର ହୋଇଥିଲେ ।

nis-ad
Leave A Reply

Your email address will not be published.