ବେକରେ ଚୁନ୍ନୀ ଲଗାଇ ନାବାଳିକଙ୍କା ଆତ୍ମହତ୍ୟା

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ଦ୍ୱିତୀୟ ଲାଇନରେ ଜଣେ ନାବାଳିକା ବେକରେ ଚୁନ୍ନୀ ଲଗାଇ କରିଛନ୍ତି ଆତ୍ମହତ୍ୟା । ନାବାଳିକା ଜଣକ  ସହରରେ ମଡେଲ ଭାବେ କିଛି କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ।

ବଡ଼ ବଜାର ଥାନାରେ ଅପମୃତ୍ୟୁ ମାମଲା ରଜୁ କରି ପୋଲିସର ତଦନ୍ତ ଜାରି ରଖିଛି।

nis-ad
Leave A Reply

Your email address will not be published.