କଚେରୀ ପଡିଆରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ବୌଦ୍ଧ (୧୪/୦୧) : ବୌଦ୍ଧ କଚେରୀ ପଡିଆରେ ଜିଲ୍ଲାପ୍ରଶାସ ପକ୍ଷରୁ ଅନୁଷ୍ଠିତ ଜିଲ୍ଲା ମୋହତ୍ସବ ଓ ପଲିଶ୍ରୀ ମେଳା, ବାଣିଜ୍ୟ ମେଳା କାର୍ଯ୍ୟକ୍ରମ ର ତୃତୀୟ ଦିବସରେ ଆଜିସକାଳୁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କୁନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l
ଏହି ଚିତ୍ରାଙ୍କନ ପ୍ରତିଯୋଗିତା ରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଓକିଲ ସଙ୍ଘ ର ସଭାପତି ଶ୍ରୀ ତାରିଣୀ ମହାପାତ୍ର ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି l

nis-ad
Leave A Reply

Your email address will not be published.