ଆମଝରି ଗ୍ରାମର ୧୬ ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ କଲା ବୌଦ୍ଧ ପୋଲିସ…

ବୌଦ୍ଧ : ବୌଦ୍ଧ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହlଇ ମିନା ଙ୍କ ନିର୍ଦେଶ କ୍ରମେ ବୌଦ୍ଧ ଆଦର୍ଶ ଥାନା ଆଇ ଆଇ ସି ମାଧବାନନ୍ଦ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ ଜାରି ରହିଛି l ଆଜି ଏହିକାଯ୍ୟକ୍ରମରେ ବୌଦ୍ଧ ଥାନା ବଘୀଆ ପଡା ଫାଣ୍ଡି ଅନ୍ତର୍ଗତ ଆମ୍ବଝରି ଗ୍ରାମପଞ୍ଚାୟତ ର ଆମ୍ବଝରି ଗ୍ରାମ ନିକଟ ଜଙ୍ଗଲ ରେ ଅଚାନକ ଚଢ଼ାଉ କରାଯାଇଥିଲା l ପ୍ରାୟ 16 ଏକର ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷ କୁ କାଟିବା ଶହ ପୋଡିଦେଇ ନଷ୍ଟ କରିଦେଇଥିବା ଆରକ୍ଷୀ ଅଧିକ୍ଷକ ଙ୍କ କାଯ୍ୟଳୟ ପକ୍ଷରୁ ଆଜି ସୂଚନା ମିଳିଛି l

nis-ad
Leave A Reply

Your email address will not be published.